6.1 ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ଝଟକା, ଜାଣନ୍ତୁ କେଉଁଠି ଏବଂ କଣ ହୋଇଛି କ୍ଷୟକ୍ଷତି

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଉତ୍ତର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା 6.1 ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ବିଷୟରେ କୌଣସି ସୂଚନା ନାହିଁ ।…

EPFO ନିୟମରେ ପରିବର୍ତ୍ତନ, ବିନା ଡକ୍ୟୁମେଣ୍ଟରେ ପ୍ରୋଫାଇଲ୍ ହେବ ଅପଡେଟ୍

ନୂଆନୂଆ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି । ନୂତନ ସଂଶୋଧନ ଅନୁଯାୟୀ, EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ୍ ନକରି ପର୍ସନାଲ…

ଶ୍ରୀମନ୍ଦିରରେ କେବେ ପାଳନ ହେବ ଦୋଳ ପୂର୍ଣ୍ଣିମା, ଏହି ସମୟରେ ଦାରୁଦିଅଁଙ୍କର ହେବ ସୁନାବେଶ

ଭୁବନେଶ୍ବର: ସାଧାରଣତଃ ଶ୍ରୀମନ୍ଦିର ନୀତିକ୍ରାନ୍ତି ଅନୁସାରେ ଓଡ଼ିଶାରେ ପର୍ବପର୍ବାଣୀ ପାଳନ କରାଯାଏ । ଆସନ୍ତା 14 ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପାଳନ କରାଯିବ । ସକାଳ 8ଟାରୁ ରାତି 10ଟା 35…

ବେତୁଲ କୋଇଲା ଖଣିରେ ବଡ଼ ଦୁର୍ଘଟଣା, ଛାତ ପଡ଼ିବାରୁ 3 ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ବର: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ରାତିରେ ପଠାଖେଡା ଡବ୍ଲୁସିଏଲର ଛତରପୁର-୧ କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଛାତ ଭୁଶୁଡ଼ି 3 ଜଣଙ୍କର ମୃତ୍ୟୁ ହୋଇଛି…

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ବିଜୁବାବୁଙ୍କୁ ନେଇ କମ୍ପିବ ଗୃହ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 5 ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ଅନେକ ପ୍ରସଙ୍ଗକୁ ନେଇ ବିରୋଧି ହଟ୍ଟଗୋଳ କରିପାରନ୍ତି । ପଞ୍ଚାୟତିରାଜ…

24 ଘଣ୍ଟାରେ ବଦଳିବ ପାଗ : 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି, ହନ୍ତସନ୍ତ ହେବେ ରାଜ୍ୟବାସୀ

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟର ତାପମାତ୍ରା 35 ଡିଗ୍ରୀ ଉପରେ ରହୁଥିବା ବେଳେ କଲବଲ ହେଉଛନ୍ତି ଓଡ଼ିଶା ବାସୀ । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 24ଘଣ୍ଟା…

ସବୁବେଳେ ନିଦ ଲାଗି ରହୁଥିଲେ ସାବଧାନ! ହୋଇଥାଇପାରେ ଏହି କାରଣ

ନୂଆଦିଲ୍ଲୀ: ଯଦି ରାତିରେ ଠିକ୍ ଭାବରେ ନିଦ ନହୁଏ ତେବେ ଦିନସାରା ନିଦ ଲାଗିଥାଏ । କିନ୍ତୁ ରାତିରେ ଭଲ ନିଦ ହେବା ପରେ ମଧ୍ୟ ଯଦି ଦିନସାରା ନିଦ ଲାଗୁଛି, ତେବେ ଏହାର କାରଣ ଅନ୍ୟ କିଛି ହୋଇପାରେ। ତେବେ କିଛିଦିନ ଧରି…

ବାଇକ ଚାଳକଙ୍କ ଭୁଲ ଯୋଗୁଁ ଓଲଟି ପଡିଲା ଯାତ୍ରୀବାହୀ ବସ୍, ସାମ୍ନାକୁ ଆସିଲା ଭୟଙ୍କର Video

ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଭୁଲ ବଡ଼ ଦୁର୍ଘଟଣାରେ ପରିଣତ ହୁଏ। ମହାରାଷ୍ଟ୍ରରେ ମଧ୍ୟ ସମାନ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଠାରେ ଜଣେ ବାଇକ୍ ଆରୋହୀଙ୍କ ଅସାବଧାନତା ଯୋଗୁଁ ଏକ ବସ୍ ଓଲଟି ପଡ଼ିଛି। ଏହି…

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରମ୍ଭ କରାଯିବ ସର୍ଭେ ପ୍ରକ୍ରିୟା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ନୂଆ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଞ୍ଚିତ ହିତାଧିକାରୀଙ୍କୁ ଖୋଜାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଭାତୀଙ୍କର କହିବା ଅନୁସାରେ,…

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା, ‘ସାଇବର ଥାନା ସୁଦୃଢ଼ କରାଯିବ’

ଭୁବନେଶ୍ବର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ଅଫିସର ଜଗମୋହନ ମୀନା । କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି । ଡିସିପି ପିନାକ ମିଶ୍ରଙ୍କ ଠାରୁ…