(Video) ଏମିତି ବି ଆସେ ମୃତ୍ୟୁ.. ପାଣି ପିଇବା ବେଳେ ବନ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ, ମଝି ସମୁଦ୍ରରେ ଟଳି ପଡିଲେ
ଭୁବନେଶ୍ବର: ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ । କ୍ଷଣିକ ମଧ୍ୟରେ ଚାଲିଯାଇଥାଏ ଜୀବନ । ଏପରି ଅନୁରୂପ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ପାଟ୍ରୋଲିଂ ସମୟରେ ମଝି ସମୁଦ୍ରରେ ବନ…