BSNL ଆଣିଲା ଦମଦାର ପ୍ଲାନ, 6 ମାସିଆ ପ୍ଲାନର ଭାଲିଡିଟିର ଦାମ୍ ମାତ୍ର…
ନୂଆଦିଲ୍ଲୀ: ମହଙ୍ଗା ରିଚାର୍ଜ ଯୋଗୁଁ ମୋବାଇଲ୍ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢ଼ିବାରେ ଲାଗିଛି । ଟ୍ରାଇର ନିର୍ଦ୍ଦେଶ ପରେ, ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଭଏସ୍ ଏବଂ ଏସଏମଏସ୍ ପ୍ଲାନର ଦାମ୍ ବଢାଇ ଦେଇଛନ୍ତି ।…