ବିବାହର 2 ମାସ ନପୁରୁଣୁ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ, ବିଲକୁ ମିଳିଲା ଝୁଲନ୍ତା ମୃତଦେହ
ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସାତଜନ୍ମର ସାଥି ହେବା ପାଇଁ କଥା ଦେଇଥିବା ଯୁବକ ଯୁବତୀଙ୍କ ବର୍ତ୍ତମାନ ମୃତଦେହ ଠାବ ହୋଇଛି । ସ୍ବାମୀ ସ୍ତ୍ରୀଙ୍କର ମୃତଦେହ ଠାବ…