(Video) ଚୋରି କରିବା ପାଇଁ ଦୋକାନ ଭିତରକୁ ପଶିଲା, ହଠାତ୍ ଠାକୁରଙ୍କ ଫଟୋ ତଳେ ପଡିଗଲା ତାପରେ ଚୋର …..
ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଚୋର ଏକ ଦୋକାନରେ ଚୋରି କରିବାକୁ ଯାଏ, କିନ୍ତୁ ଭଗବାନଙ୍କ ଫଟୋ ଦେଖିବା ମାତ୍ରେ ସେ ତାର ଦିଗ ବଦଳାଇ ଦିଏ ।
ଭିଡିଓରେ ଚୋରଟି ଏକ ଦୋକାନରେ…