ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁରେ FIR, ଏହି ମାମଲାକୁ ନେଇ ଦେଇଥିଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀ ନିର୍ବାଚନ । ଏହା ପୂର୍ବରୁ ଆଜି ହରିୟାଣାରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି । ଶାହବାଦ ଥାନାରେ ପଞ୍ଜିକୃତ ହୋଇଛି । କେଜ୍ରିଓ୍ବାଲ ହରିୟାଣା…