Breaking News ଭୁବନେଶ୍ବର NHରେ ଟାଟା ଏସିକୁ ପିଟିଲା କାର୍, ଚାଲିଗଲା 2ଜଣଙ୍କ ଜୀବନ Ankita Jan 13, 2025 ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ବଡ ଧରଣର ଦୁର୍ଘଟଣା । ଯାଁଳା ଫାଣ୍ଡି ନିକଟରେ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ଟାଟା ଏସିକୁ କାର୍ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାର କାରଣ…
Breaking News ତିରୁପତି ମନ୍ଦିରରେ କାହିଁକି ବାରମ୍ବାର ଅଘଟଣ…ଦଳାଚକଟା ପରେ ଆଜି ଲାଗିଲା ନିଆଁ Ankita Jan 13, 2025 ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ତିରୁପତି ମନ୍ଦିରରେ ଅଘଟଣ । ପୂର୍ବରୁ ଦଳାଚକଟା ହୋଇ ଭକ୍ତ ପ୍ରାଣ ହରାଇଥିବା ବେଳେ ଆଜି ପୁଣି ମନ୍ଦିରରେ ନିଆଁ ଲାଗିଛି । ତିରୁପତି ତିରୁମାଳା ଦେବସ୍ଥାନମ ମନ୍ଦିରରେ ଥିବା ଲଡୁ ବିତରଣ…
Breaking News ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ରହିବେ ଯୋଗ ଶିକ୍ଷକ Ankita Jan 13, 2025 ଭୁବନେଶ୍ବର: ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଆୟୁଷ୍ମାନ ଭାରତ ପାଇଁ MOU ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ…
Breaking News Russia Ukraine War: ଋଷ-ୟୁକ୍ରେନ ଯୁଦ୍ଧରେ 300 ଉତ୍ତର କୋରିଆ ସୈନିକଙ୍କ ମୃତ୍ୟୁ 2700ରୁ ଅଧିକ ଆହତ, ଏବେ କଣ କରିବେ ଏକଛତ୍ରବାଦୀ ଶାସକ? Ankita Jan 13, 2025 ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ 3 ବର୍ଷ ପୂରଣ ହେବାକୁ ଯାଉଛି । ୟୁକ୍ରେନ ସର୍ବଦା ରୁଷ ଉପରେ ଯୁଦ୍ଧ ଲଢ଼ିବା ପାଇଁ ଉତ୍ତର କୋରିଆର ସୈନିକଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଆସିଛି ।…
Breaking News ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍ କରିବା ଲକ୍ଷ୍ୟ: ଅଶ୍ବିନୀ ବୈଷ୍ଣବ Ankita Jan 13, 2025 ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ MoU ହୋଇଛି । ତେବେ ଏହା ପରେ ବଡ ସୂଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶା ଆଗାମୀ ଦିନରେ…
Breaking News Breaking: ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU, ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ଉପକାର Ankita Jan 13, 2025 ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ…
Breaking News ନିଆଁ ନେଲା ଜୀବନ, ମାମୁଁ ଭଣଜା ଜୀବନ୍ତ ଦଗ୍ଧ Ankita Jan 11, 2025 ଭୁବନେଶ୍ବର: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଜଳିଗଲେ 2 ନାବାଳକ । ସେମାନେ ସମ୍ପର୍କରେ ମାମୁ ଭଣଜା ବୋଲି ଜଣାପଡିଛି । ମୃତକଙ୍କ ନାମ କୃଷ୍ଣା ଭୋଇ ଏବଂ…
Featured (Video) ଚମତ୍କାର ନା ଆଉ କିଛି..ଏହି ମନ୍ଦିରରେ ପବନରେ ଝୁଲୁଛି ଗଛ! ଦେଖିବାକୁ ଲାଗୁଛି ଭିଡ Ankita Jan 11, 2025 ନୂଆଦିଲ୍ଲୀ: ଦେଶରେ ଅନେକ ରହସ୍ୟ ଲୁଚି ରହିଛି । କେତେବେଳେ ଏପରି କିଛି ଘଟଣା ସାମ୍ନାକୁ ଆସେ, ସେତେବେଳେ ଚମତ୍କାର ଭଳି ମନେ ହୋଇଥାଏ । ତେବେ ହରିୟାଣାର ଏପରି ଏକ ମନ୍ଦିର ରହିଛି ଯାହାକି ପୁରା ଗଛରେ ପରିପୂର୍ଣ୍ଣ ।…
Breaking News ଇଏ କିପ୍ରକାର ଅବହେଳା.. ଗର୍ଭବତୀଙ୍କୁ ଏକ୍ସପାୟରି ସାଲାଇନ୍ ଦେଇଦେଲେ ଡାକ୍ତର! ଉଡିଗଲା ଗର୍ଭବତୀଙ୍କ ପ୍ରାଣବାୟୁ Ankita Jan 11, 2025 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଗର୍ଭବତୀଙ୍କର ମୃତ୍ୟୁ ହୋଇଛି । ତେବେ ଏହା ଡାକ୍ତରଙ୍କ ଅବହେଳା…
Breaking News କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶନାମା! ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ ୪୨ ଦିନ ଛୁଟି, କିନ୍ତୁ… Ankita Jan 11, 2025 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କେନ୍ଦ୍ର କର୍ମଚାରୀଙ୍କୁ ମିଳିବ 22 ଦିନର ଛୁଟି । କିନ୍ତୁ ଏନେଇ କେତେକ ନିୟମ ରହିଛି । ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ…