ଆଉ କେତେ ସ୍ତ୍ରୀକୁ ଚାହିଁ ରହିବ…ସପ୍ତାହକୁ 90 ଘଣ୍ଟା କାମ କରିବାକୁ ପରାମର୍ଶ ଦେଲେ L&T ଚେୟାରମ୍ୟାନ
ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ 70 ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ । ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାରି ଭିତରେ ଏଲଆଣ୍ଡ ଟି…