WHOର ଆଲର୍ଟ: କରୋନାଠୁ ଅଧିକ ବିପଦ ଏହି ଭାଇରସ, ଶରୀରରେ ବର୍ଷବର୍ଷ ଧରି ରହିପାରେ!

ନୂଆଦିଲ୍ଲୀ: ଶୀତ ଋତୁ ଆସିଲେ ଭାଇରାସ ଚିନ୍ତା ବୃଦ୍ଧି ପାଇଥାଏ । ମାରବର୍ଗ ଭାଇରସର ବିପଦ ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି…

Delhi Air Pollution: ସ୍ୱଚ୍ଛ ବାୟୁର ବ୍ୟବସାୟ, ଷ୍ଟାର ହୋଟେଲ୍‌ରେ ଟଙ୍କା ଦେଲେ ମିଳୁଛି ବିଶୁଦ୍ଧ ବାୟୁ!

ନୂଆଦିଲ୍ଲୀ: ଭାରତର ମେଟ୍ରୋ ସହରଗୁଡିକରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ହେଉଛି । ଏହି କାରଣ ଯୋଗୁଁ ବିଭିନ୍ନ ହୋଟେଲ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି ।  ବିଳାସପୂର୍ଣ୍ଣ ରହଣୀ ପାଇଁ…

ସାଧାରଣ ବଚସାରୁ ତୁମୁଳକାଣ୍ଡ, ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଫିଙ୍ଗିଦେଲେ

ଭୁବନେଶ୍ବର: ସକାଳୁ ସକାଳୁ ବୋହିଲା ରକ୍ତର ନଦୀ। ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଝାଡସୁଗୁଡାରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିବା ବେଳେ ହତ୍ୟା ପରେ ବିଲରେ ଫିଙ୍ଗିଦେଇଛନ୍ତି…

ସିପାହୀ କନଷ୍ଟେବଳ ନିଯୁକ୍ତି ମାମଲା, କୋହଳ ହେଲା 6 ବର୍ଷ ବୟସ ସୀମା

ଭୁବନେଶ୍ବର: ସିପାହୀ, କନଷ୍ଟେବଲ ଆଶାୟୀଙ୍କ ପାଇଁ ହାଇକୋର୍ଟରୁ ଆସିଛି ଆଶ୍ବସ୍ତିକର ଖବର । ଏହି ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା 6 ବର୍ଷ କୋହଳ କରିଛନ୍ତି ହାଇକୋର୍ଟ । ଏହି ପଦବୀରେ ଚାକିରି କରିବା ପାଇଁ…

UPSSSC ମୁଖ୍ୟ ସେବିକା ପରୀକ୍ଷା, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସବୋର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ(UPSSSC) ମୁଖ୍ୟ ସେବିକା ପଦବୀ ପାଇଁ ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନର ଲିଷ୍ଟ ଜାରି କରିଛି । ଆୟୋଗ ଦ୍ବାରା 2025 ମସିହାରେ ଫେବୃଆରୀ…

IMDB List: ଶାହରୁଖ-ଦୀପିକା-ପ୍ରଭାସ ସବୁ ପଛରେ, ଏହି ଅଭିନେତ୍ରୀ ହାସଲ କଲେ ପ୍ରଥମ ନମ୍ବର

ନୂଆଦିଲ୍ଲୀ: ପ୍ରତିବର୍ଷ IMDb(The Internet Movie Database) ସବୁଠାରୁ ଲୋକପ୍ରିୟ ତାରକାଙ୍କ ତାଲିକା ପ୍ରକାଶ କରିଥାଏ । ଏହି କ୍ରମରେ ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ତାରକାଙ୍କ ତାଲିକା ମଧ୍ୟ ବାହାରିଛି ।  …

OSSTET Exam; ପରୀକ୍ଷା ଦେବେ ୫୦ ହଜାର ଛାତ୍ରଛାତ୍ରୀ, ଜାନୁଆରୀ ମାସରେ..

ଭୁବନେଶ୍ବର: OSSTETକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 19 ତାରିଖରୁ ଓଏସଏସଟିଇଟି ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ଜାନୁଆରୀରେ ହେବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)…

Pushpa 2 Review: ରିଲିଜର ପ୍ରଥମ ଦିନରେ ହାଉସ୍ ଫୁଲ୍, ମନକୁ ଛୁଇଁବ କି ଫିଲ୍ମ ଷ୍ଟୋରୀ? ପଢନ୍ତୁ ରିଭ୍ୟୁ

ନୂଆଦିଲ୍ଲୀ: ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫାହଦ୍ ଫାସିଲଙ୍କ ଫିଲ୍ମ ପୁଷ୍ପା ୨ ରିଲିଜ ହୋଇଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ପୁଷ୍ପାଙ୍କର ପ୍ରଥମ ଭାଗ ଅର୍ଥାତ୍ ପାର୍ଟ 1 2021…

ସାପ ଭଳି ଦେଖାଯାଇଥାଏ ଏହି ମାଛ, ଏହାକୁ ଖାଇଲେ ଶୀଘ୍ର କମିଯିବ ଓଜନ!

ଓଡିଶା ଭାସ୍କର: ରିବନ ଏକ ଏଭଳି ମାଛ ଯାହାକୁ ଓସାର ଏବଂ ଲମ୍ବାକୁ ଦେଖିଲେ ଏକ ସାପ ଭଳି ମନେ ହୁଏ । ଓଡିଶାର କେତେକ ସ୍ଥାନରେ ଏହାକୁ ଶାବଳା ମାଛ ମଧ୍ୟ କୁହାଯାଏ । ଏହି ମାଛ କେବଳ ସମୁଦ୍ରରେ ଦେଖାଯାଇଥାଏ । ଏହା ଦେଖିବା…

ରିଲ୍ସ ପାଇଁ ମଣିଷର ହୀନ ମାନସିକତା! View ପାଇଁ ମାଙ୍କଡ-କ୍ରୋବାକୁ କଲା ଆମ୍ନାସାମ୍ନା, ତାପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ରିଲ୍ସ କରିବା ପାଇଁ ଦିନକୁ ଦିନ ତଳକୁ ଖସି ଯାଉଛି ମଣିଷ । ବନ୍ୟ ଜନ୍ତୁଙ୍କୁ ମଧ୍ୟ ଛାଡୁନାହିଁ । ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ କିଛି ଭିଡିଓ ହୃଦୟକୁ ଛୁଉଁଥିବା…