(Video) ପ୍ରକୃତିର ଲାଇଟ୍ ସୋ! ଆକାଶରୁ ଖସିଲା ବିଜୁଳି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ..
ନୂଆଦିଲ୍ଲୀ: ତାମିଲନାଡୁର ରାଜଧାନୀ ଚେନ୍ନାଇ ସମେତ ଆଖପାଖ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଘଡଘଡି ଜାରି ରହିଛି । ଲଗାଣ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବା ବେଳେ ଘରେ ରହିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି…