ଭାରତ-ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ବାଣିଜ୍ୟ ଚୁକ୍ତି, ଚୀନ୍ ସହିତ ଡିଲ୍ ସାଇନ : ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି । ଏହା ଚୀନ ଏବଂ ଆମେରିକା ମଧ୍ୟରେ ନିକଟତା ବୃଦ୍ଧି କରୁଥିବା ପରି ମନେ ହେଉଛି ।…