ଲଞ୍ଚ ହେଲା ସରକାରୀ OTT ପ୍ଲାଟଫର୍ମ ‘Waves’, 12ଟି ଭାଷାରେ ମଜା ନେବେ ୟୁଜର୍ସ

ନୂଆଦିଲ୍ଲୀ: ନିଜସ୍ବ ଓଟିଟି ପ୍ଲାଟଫର୍ମ ଲଞ୍ଚ କଲା ଲୋକ ସେବା ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ସରକାରୀ ପ୍ରସାରଣକାରୀ ପ୍ରସାର ଭାରତୀ ଓଟିଟି ଆର୍ ଓ୍ବେଭଲ ଲଞ୍ଚ କରିଛି । ଏହା ଦ୍ବାରା ଲୋକେ ପୁରୁଣା ଦିନର ସ୍ମୃତିକୁ…

ଆପଣଙ୍କର ଜିଭ କେଉଁ ରଙ୍ଗର? ଏଭଳି ଥିଲେ ସାବଧାନ! ହୋଇଥାଇପାରେ ଏହି ଜଟିଳ ରୋଗ

ନୂଆଦିଲ୍ଲୀ: ଆମ ଶରୀରର ପ୍ରତ୍ୟେକ ଅଙ୍ଗର ନିଜସ୍ୱ ଗୁରୁତ୍ୱ ରହିଛି  । କିନ୍ତୁ ଜିଭର ରଙ୍ଗ ସ୍ବାସ୍ଥ୍ୟର ଅନେକ ଅବସ୍ଥା ବିଷୟରେ ସୂଚନା ଦେଇଥାଏ । ଏହା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଆପଣଙ୍କ ଜିଭ ରଙ୍ଗ…

ବଦଳିଲା ସରକାରୀ କର୍ମଚାରୀଙ୍କ ଅଫିସ ସମୟ! ଏଣିକି 10 ଟା ବଦଳରେ ଏହି ସମୟରେ ଯିବେ ଅଫିସ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି । ଏହି…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଝଟକା, ନେତାନ୍ୟାହୁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ: ଇସ୍ତ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରୀ । ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ…

Breaking: ବଢିଲା 3 ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ, ଚଳିତ ମାସରେ ଶେଷ ହେଉଥିଲା…

ଭୁବନେଶ୍ବର: 3 ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । 3ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କର 6 ମାସ କାର୍ଯ୍ୟକାଳ ବଢାଇଲେ କୁଳାଧିପତି । ଉତ୍କଳ, ରମାଦେବୀ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର…

(Video) ମାଙ୍କଡର ବୁମେରାଂ ଦେଖିଲେ ନହସି ରହିପାରିବେନି, ଏମିତି ଡେଇଁଲା ଯେ କାର୍ ସନରୁଫ୍ ପୁରା ଗୁଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ମାଙ୍କଡଟି ଏଭଳି ଭାବେ କାର୍ ଉପରକୁ ଡେଇଁଲା ଯେ, ଗାଡିର ସନରୁଫ୍ ପୁରା ଭାଙ୍ଗିଯାଇଛି । କାର୍ ଭିତରକୁ ଗଳି ପଡି ପୁଣି ଉପରକୁ ଉଠି…

ସରକାର ମାନିନେଲେ 11ଦଫା ଦାବି, ଆନ୍ଦୋଳନରୁ ଓହରିଲେ ଟ୍ରକ ମାଲିକ ସଂଘ

ଭୁବନେଶ୍ବର: ଟ୍ରକ ମାଲିକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଓହରିଛନ୍ତି । ପରିବହନ ମନ୍ତ୍ରୀଙ୍କ ସଙ୍ଗେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆସନ୍ତା କାଲିଠାରୁ ଟ୍ରକ ଚଳାଚଳ…

(Video) ଏମିତି ବି ଆସେ ମୃତ୍ୟୁ.. ପାଣି ପିଇବା ବେଳେ ବନ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ, ମଝି ସମୁଦ୍ରରେ ଟଳି ପଡିଲେ

ଭୁବନେଶ୍ବର: ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ । କ୍ଷଣିକ ମଧ୍ୟରେ ଚାଲିଯାଇଥାଏ ଜୀବନ । ଏପରି ଅନୁରୂପ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ପାଟ୍ରୋଲିଂ ସମୟରେ ମଝି ସମୁଦ୍ରରେ ବନ…

(Video) ବିପଦର କାରଣ ସାଜିବ AI! ରୋବଟ-ରୋବଟ ମଧ୍ୟରେ କିଡନାପ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅପହରଣ ହେବାର ଘଟଣା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ, କିନ୍ତୁ ଆପଣ କେବେ ରୋବଟ୍ ଅନ୍ୟ ରୋବଟ୍ ଅପହରଣ ଭଳି ଘଟଣା ବିଷୟରେ ଶୁଣିଛନ୍ତି କି? କଥାଟି…