HVFରେ ୧୮୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦଶମ ପାସ ବ୍ୟକ୍ତି କରିପାରିବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ ପ୍ରତିରକ୍ଷା କ୍ଷେତ୍ରରେ ଏକ ବୈଷୟିକ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ମହାନ ସୁଯୋଗ । ଆର୍ମଡ୍ ଭେଇକିଲ୍ କର୍ପୋରେସନ୍ ଲିମିଟେଡ୍ (AVNL) ଅଧୀନରେ ଥିବା ଭାରୀ ଯାନ କାରଖାନା…