ବିବାହ ପରେ ଗର୍ଭବତୀ ହେଲା 9 ବର୍ଷର ନାବାଳିକା! ବେବି ବମ୍ପର Video ଭାଇରାଲ

ନୂଆଦିଲ୍ଲୀ: ଅନେକ ଦେଶରେ ବାଲ୍ୟ ବିବାହକୁ ରୋକିବା ପାଇ ଆଇନ ପ୍ରଣୟଣ କରାଯାଇଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନରୁ ବାଲ୍ୟ ବିବାହ ମାମଲା…

(VIDEO) ବାଲିଯାତ୍ରା: 40 ହଜାର ଟଙ୍କାରେ ବିକ୍ରି ହେଉଛନ୍ତି ସ୍ବାମୀ ସ୍ତ୍ରୀ! କିଣିବାକୁ ଜମୁଛି ଗହଳି

କଟକ(ଓଡିଶା ଭାସ୍କର): ଆଜି ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆଲୋକମାଳାରେ ଝଲସୁଛି ମହାନଦୀ ପଠା । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ବିକ୍ରି ହେଉଛନ୍ତି ସ୍ୱାମୀ ସ୍ତ୍ରୀ । କଥାଟି…

କନିଷ୍ଠ ମେଧାବୃତ୍ତି ପାଇଁ ଚଳିତ ମାସ ଆବେଦନର ଶେଷ ତାରିଖ, ମିଳିବ 3 ହଜାର

ଭୁବନେଶ୍ବର: କନିଷ୍ଠ ମେଧାବୃତ୍ତିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଆବେଦନର ସମୟସୀମା ଘୋଷଣା କରାଯାଇଛି । ରାଜ୍ୟରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ମେଧାବୃତ୍ତି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା…

JIO ଲଞ୍ଚ କଲା ସ୍ପେସାଲ ଭାଉଚର, ସାଙ୍ଗଙ୍କ ସହ ସେୟାର କରିହେବ ଡାଟା

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରାହକଙ୍କ ଖୁସି ଖବର ଦେଉଛି ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ । ପ୍ରଥମେ ପ୍ଲାନର ମୂଲ୍ୟ ବଢାଇବା ପରେ ଏବେ ସ୍ପେସାଲ ଅଫର ପ୍ରଦାନ କରୁଛି । ଏହାରି ଭିତରେ ଜିଓ ଗ୍ରାହକଙ୍କୁ…

ଏଣିକି ଗାଁରୁ ନେଇ ଫ୍ଲାଇଟ ପର୍ଯ୍ୟନ୍ତ ମିଳିବ ଇଣ୍ଟରନେଟ୍ ସେବା! SpaceX ଲଞ୍ଚ କଲା GSAT-20 ସାଟେଲାଇଟ୍

ନୂଆଦିଲ୍ଲୀ: ଆଉ ଏକ କମାଲ କଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ । ସୋମବାର ବିଳମ୍ବିତ ରାତିରେ ଇସ୍ରୋ GSAT-20 ସାଟେଲାଇଟର ଉତକ୍ଷେପଣ କରିଛି । ଏଲୋନ୍ ମସ୍କର କମ୍ପାନୀ ସ୍ପେସ୍ଏକ୍ସର ଫାଲକନ୍ 9 ରକେଟ୍…

ଆଗାମୀ 4 ଦିନ ଜାଡରେ ଥରିବ ଓଡିଶା! ଏହି ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । କୋହଲା ପବନରେ ଦେହ ଥରି ଉଠୁଛି । ସକାଳ 8 ଯାଏଁ କୁହୁଡି ସାଙ୍ଗକୁ ଶୀତ ଜାରି ରହୁଛି । ଅନେକ ସ୍ଥାନରେ ତାପମାତ୍ରା କମୁଥିବା ବେଳେ…

ଦୁର୍ଘଟଣା ପରେ ଜଳିଗଲା ପିକଅପ୍, ଗୋରୁ ଜୀବନ୍ତ ଦଗ୍ଧ

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଜଳିଗଲା ଗୋରୁ ଗାଡି । ଉଦଳା ଥାନା ପୋଡାଡିହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଦୁର୍ଘଟଣା ପରେ ପିକଅପ ଓଲଟି ପଡିଥିବା ବେଳେ ଜଣେ ଗୋରୁ ଜୀବନ୍ତ ଦଗ୍ଧ…

ନୂଆ CAG ହେଲେ କେ. ସଞ୍ଜୟ ମୂର୍ତ୍ତି, ଗିରିଶ ମୁର୍ମୁଙ୍କ ସ୍ଥାନ ନେବେ

ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ସଞ୍ଜୟ ମୁର୍ତ୍ତୀଙ୍କୁ ନୂଆ ଦାୟିତ୍ବ ଦେଲେ କେନ୍ଦ୍ର ସରକାର । ନୂଆ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (CAG) ଭାବେ କେ. ସଞ୍ଜୟ ମୂର୍ତ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର…

ପୁଅ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ବାପାକୁ ପଥରମାଡ, ଫାଟିଗଲା ଅନୀଲ ଦେଶମୁଖଙ୍କ ମୁଣ୍ଡ!

ନୂଆଦିଲ୍ଲୀ:   ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି  । ତାଙ୍କ କାର୍ ଉପରକୁ ପଥର ମାଡ ହୋଇଥିବା ବେଳେ ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡିଛି । ତେବେ ପଥରମାଡ…

ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ବୀମାହାର କମ୍, ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ଲକ୍ଷ୍ୟ

ଭୁବନେଶ୍ବର: 2047 ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଜାତୀୟ ହାର ତୁଳନାରେ ରାଜ୍ୟରେ…