(Video) ଏପରି ପୁଅ କାହାକୁ ନମିଳୁ.. ଛୁରୀ ଧରି ଦୋକନରେ ପଶି ବାପାକୁ 15ଥର ଭୁସିଲା
ନୂଆଦିଲ୍ଲୀ: ପୁଅ ସାଜିଲା ଶତ୍ରୁ । ଛତିଶଗଡ଼ର ବାଲୋଦାବଜାରରେ ଜଣେ ଦୋକାନୀଙ୍କୁ ଦିନ ଦ୍ବିପହରରେ ଆକ୍ରମଣ କରାଯାଇଛି । ପୁଅ ହିଁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା ।
ମଦ୍ୟପାନ କରିଥିବା ବ୍ୟକ୍ତି ଜଣକ ତାଙ୍କ…