Post Officeର ସିକ୍ରେଟ୍ ସ୍କିମ, ପ୍ରତିମାସରେ କରିପାରିବେ ରୋଜଗାର, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଅନେକ ଛୋଟ ସେଭିଙ୍ଗସ ଯୋଜନା ଅଛି। ପୋଷ୍ଟ ଅଫିସ ନେସନାଲ ସେଭିଙ୍ଗ ମନ୍ଥଲୀ ଇନକମ(ଏମଆଇଏସ) ଏଥୁରୁ ଅନ୍ୟତମ। ଆପଣ ଏଥିରେ ନିବେଶ କରି ପ୍ରତି ମାସରେ ଟଙ୍କା ରୋଜଗାର କରିପାରିବେ। ଏଥିରେ…