ବଜ୍ରାଘାତ ନେଲା ଆଉ ଜଣେ ଚାଷୀଙ୍କ ଜୀବନ, ବିଲରେ କାମ କାରିବା ସମୟରେ ଅଘଟଣ
ପୁରୀ: ହଠାତ୍ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବିଜୁଳି ଘଡ଼ଘଡି ଆଉ ଜଣେ ଚାଷୀଙ୍କ ଜୀବନ ନେଇଛି । ସୂଚନା ମୁତାବକ, ବଜ୍ରାଘାତରେ ଟଳିପଡ଼ିଛନ୍ତି ଚାଷୀ । ବଳଙ୍ଗା ଥାନା ପଦ୍ମପୁର ଗାଁରେ ଏହି ବଜ୍ରାଘାତ ଘଟିଛି ।
ଏହି…