ମଦ ଉପରେ କେଉଁ ରାଜ୍ୟ କରୁଛି ସବୁଠୁ ଅଧିକ ଖର୍ଚ୍ଚ; ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ମଦର ସେବନ ବହୁମାତ୍ରା ହେଉଛି। ବିହାର, ଗୁଜରାଟ ଭଳି କିଛି ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ ମଧ୍ୟ ଏହି ରାଜ୍ୟରେ ଲୋକ ଅବୈଧ ଉପରେ ସପ୍ଲାଏ କରାଯାଉଥିବା ମଦକୁ ସେବନ…

(Video) ‘ଅବହେଳାର..’, କୋଲକାତା ଦୁଷ୍କର୍ମ କାଣ୍ଡ ଉପରେ ପିଏମ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: କୋଲକାତାର ଆରଜୀ କର ମେଡିକାଲ ଆଣ୍ଡ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରଦର୍ଶନ ଚାଲିଛି। ଏହି…

‘ଲକ୍ଷପତି ଦିଦି’ ସମ୍ମିଳନୀର ଶୁଭାରମ୍ଭ, ପିଏମ ମୋଦୀ ମହାରାଷ୍ଟ୍ରରେ ଶୁଭାରମ୍ଭ କରି କହିଲେ ଏହି କଥା

ନୂଆଦିଲ୍ଲୀ: ‘ଲକ୍ଷପତି ଦିଦି’ ସମ୍ମିଳନୀର ଶୁଭାରମ୍ଭର ହୋଇଛି। ଏହାକୁ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ସମ୍ମିଳନୀରେ ୧୧ ଲକ୍ଷ ମହିଳାଙ୍କୁ ମାନପତ୍ର ପଦାନ କରାଯାଇଛି। ତେବେ…

Unified Pension Scheme: ମୋଦୀ ସରକାରଙ୍କ ନୂଆ ଯୋଜନାରେ କାହାକୁ ମିଳିବ ଅଧିକ ଲାଭ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେନସନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶନିବାର ଦିନ ନୂଆ ଯୋଜନା ଜାରି କରିଛନ୍ତି। ମୋଦୀ ସରକାରଙ୍କ ଏହି ପେନସନ ଯୋଜନାର ୟୁନିଫାଏଡ ପେନସନ ସ୍କିମ ନାମ ରଖାଯାଇଛି।…

Big Breaking: ILS ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରୋଇ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ଶବ…

ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ

ଭୁବନେଶ୍ୱର: ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ କରିବେ…

‘ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା’, ଜାଣନ୍ତୁ ଏହି ଉକ୍ତିର ଯଥାର୍ଥ ଏବଂ ପୂଜା ବିଧି

ଓଡ଼ିଶା ଭାସ୍କର: ଆଜି ଭାଦ୍ରବ ମାସର ପ୍ରଥମ ରବିବାର। ଏହି ଦିନ ଝିଅମାନେ ଖୁଦୁରୁକୁଣୀ ଓଷା ପାଳିଥାଆନ୍ତି। ପ୍ରତ୍ୟେକ ଭାଇ-ଭଉଣୀ ସଂପର୍କ ଏହି ଓଷା ଦୃଢ କରିଥାଏ। ପରିବାର ଭିତରେ ସଂପର୍କର ଡୋରି ବାନ୍ଧିବାର ପର୍ବ ହେଉଛି…

ଆଜି ୧୧ ଲକ୍ଷ ଲକ୍ଷପତି ଦିଦି ହେବେ ଉପକୃତ, ମହିଳା ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏଥି ମଧ୍ୟରୁ ଲକ୍ଷପତି ଦିଦି ଯୋଜନା ଅନ୍ୟତମ। ଗତ ବର୍ଷ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ…

କିଛି କାମ ନ କରି ୩.୧ କୋଟି ଦରମା ନେଇସାରିଲେଣି ଆମାଜନର ଏହି କର୍ମଚାରୀ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ସରକାରୀ ଚାକିରି ହେଉ କି ପ୍ରାଇଭେଟ ଚାକିରି ହେଉ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ। ହେଲେ ଭାବନ୍ତୁ ବିନା କାମରେ କମ୍ପାନୀରେ ଅଧିକ ଦରମା ପାଇବା ଏକ ଅଶ୍ଚର୍ଯ୍ୟଜନକ କଥା। ଏହା ବିଶ୍ୱାସ…

ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁନି କି? ଜାଣନ୍ତୁ କାରଣ ଏବଂ ସମାଧାନ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପିଲାର ପାଠ ପଢିପାରୁନି, ତେବେ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହାର ଅନେକ କାରଣ ହୋଇପାରେ। ଯାହାର ଆପଣ ସମାଧାନ କରିପାରିବେ। ଯଦି ଆପଣଙ୍କ ଶିଶୁ ପାଠ ପଢୁନି, ତେବେ…