ଦରମାଠାରୁ ଅଧିକ ଅଫିସ ଯିବା ଆସିବା ଖର୍ଚ୍ଚ, ନୂଆ ସିଇଓଙ୍କ ପାଇଁ ଏତିକି ଟଙ୍କା ପେମେଣ୍ଟ କରିବ ଷ୍ଟାରବକ୍ସ

ନୂଆଦିଲ୍ଲୀ: କଫି କମ୍ପାନୀ ଷ୍ଟାରବକ୍ସ ଲକ୍ଷ୍ମଣ ନରସିଂହନଙ୍କ ପରିବର୍ତ୍ତେ ବ୍ରାୟନ ନିକୋଲଙ୍କୁ ସିଇଓ ଭାବେ ନିଯୁକ୍ତ କରିଥିଲା। ବର୍ତ୍ତମାନ ସୂଚନା ସାମ୍ନାକୁ ଆସିଛି ଯେ, ସିଏଟଲରୁ କାଲିଫୋର୍ନିଆ ଯାତ୍ରା କରିବେ। ସେ…

ଶସ୍ତା ହୋଇଗଲା ରୂପା, ଜାଣନ୍ତୁ ସୁନାର ଲାଟେଷ୍ଟ ଦର

ନୂଆଦିଲ୍ଲୀ: ସ୍ଥାନୀୟ ସର୍ରାଫା ବଜାରରେ ବୁଧବାର ଦିନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୧୫୦ ଟଙ୍କା ରହିଛି। ଅଖିଳ ଭାରତୀୟ ସର୍ରାଫା ସଂଘ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ସୁନା ୧,୪୦୦ ଟଙ୍କା ବଢି ୭୪ ହଜାର…

ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ସେମାନଙ୍କ…

(Video) ଉର୍ବଶୀ ରାଉତେଲା ହେଲେ ହସ୍ପିଟାଲରେ ଭର୍ତ୍ତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ହସ୍ପିଟାଲର ଏକ ଭିଡିଓ ସେୟାର କରିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏହା ବ୍ୟତୀତ ହସ୍ପିଟାଲର ଏକ ରାଜକୀୟ ଘରର ରୁମରେ ଝରକା ପାଖରେ ବସି ସେ ଅକ୍ସିଜେନ ନେଉଥିବା…

୪୫ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଗସ୍ତ, ଜାଣନ୍ତୁ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ପୋଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ସେ ୱାର୍ସର ହୋଟେଲରେ ପହଞ୍ଚିବା ପରେ ସେ ଭାରତୀୟ ମୂଳ ଲୋକଙ୍କୁ ଅଭିବାଦନ ଜଣାଇଲେ ଏବଂ ଏହାପରେ ସେ…

ଛଟେଇ ରାସ୍ତାରେ ଏହି ବଡ଼ ଆଇଟି କମ୍ପାନୀ, ଚାକିରିରୁ ବାହାରିବେ ଶତାଧିକ କର୍ମଚାରୀ

ନୂଆଦିଲ୍ଲୀ: ଆଇଟି ସେକ୍ଟରରେ ୨୦୨୩ ବର୍ଷ ଆରମ୍ଭରୁ ଛଟେଇ ଏପର୍ଯ୍ୟନ୍ତ ଚାଲିଆସିଛି। କର୍ମଚାରୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କମ୍ପାନୀରୁ ଛଟେଇ କରାଯାଉଛି। ବର୍ତ୍ତମାନ ଏପରି କିଛି ଅବସ୍ଥା କଲ ସେଣ୍ଟର ସଫ୍ଟ ୱେୟାର…

ବିଲରେ କାମ କରୁଥିବାବେଳେ ବଜ୍ରାଘାତର ହେଲେ ଶିକାର, ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଜାରି ରହିଛି। ଏହି ସମୟରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଜ୍ରାଘାତରେ ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଅଗରପଡ଼ା ଭଗାରମ ଗାଁର ଜଣେ…

‘ମୋ ଗଙ୍ଗାକୁ କେଉଁଠୁ ଆଣିବ’, ଯେତେବେଳେ ଉସ୍ତାଦ ବିସ୍ମିଲ୍ଲାହ ଖାନଙ୍କୁ ମିଳିଥିଲା ଆମେରିକାରେ ବସବାସ କରିବାର ସୁଯୋଗ

ଓଡ଼ିଶା ଭାସ୍କର (ନୂଆଦିଲ୍ଲୀ): ଦୀର୍ଘ ୨୦୦ ବର୍ଷ ବ୍ରିଟିଶ ଶାସନ ପରେ ଭାରତକୁ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତା ମିଳିଥିଲା। ଏହି ଐତିହାସିକ ଅବସରରେ ଏକ ଏପରି ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯିଏ ଲାଲକିଲ୍ଲାରେ…

ସଂସଦ ପାଇଁ କିଣାଯିବ ୧୨ ଲକ୍ଷ ଟଙ୍କାର ବିଲେଇ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସଂସଦ ପାଇଁ କିଣାଯିବ ୧୨ ଲକ୍ଷ ଟଙ୍କାର ବିଲେଇ। ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏଭଳି ନିଷ୍ପତ୍ତି ପାକିସ୍ତାନୀ ସଂସଦ ନେଇଛି। ପାକିସ୍ତାନୀ ସଂସଦରେ ମୂଷା ଏବଂ ବିଲେଇ ଖବର ଶୁଣିବାକୁ ଅଜବ…

iQOO ଭାରତରେ ଲଞ୍ଚ କଲା 5500mAh ବ୍ୟାଟେରୀର ଦମଦାର ଫୋନ, ମିଳିବ ପ୍ରିମିୟମ ଫିଚର୍ସ

ନୂଆଦିଲ୍ଲୀ: iQOO ଭାରତରେ ନୂଆ ସ୍ମାର୍ଟଫୋନ ସିରିଜ ଲଞ୍ଚ କରିଛି। iQOO Z9s ସିରିଜରେ କମ୍ପାନୀ ଦୁଇଟି ଦମଦାର ଫୋନ ଭାରତୀୟ ବଜାରକୁ ଆଣିଛି, ଯାହା 5500mAhର ବ୍ୟାଟେରୀ, 50MP କ୍ୟାମେରା ସମେତ ଅନେକ ଦମଦାର ଫିଚର ସହ…