୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପରିବାର ଲୋକେ ନେଉନାହାନ୍ତି ମୃତଦେହ

ଉଦଳା: ଗତକାଲି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହକୁ ନେଉନାହାନ୍ତି ପରିବାର ଲୋକେ। ମୃତ ଶିଶୁର ନ୍ୟାୟ ଦାବିରେ ପରିବାର ଲୋକେ ମୃତଦେହ ନେଉ ନାହାନ୍ତି। ୧୧ ଘଣ୍ଟାରୁ ଅଧିକ ହେବ…

BIG BREAKING: ଏପ୍ରିଲ୍ ୧୬ ତାରିଖରୁ ଆରମ୍ଭ +୩ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: +୩ ନାମଲେଖାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହେବ +୩ ନାମଲେଖା ପ୍ରକ୍ରିୟା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିବେ ଆବେଦନ। ସାମସ୍ ପୋର୍ଟାଲ…

Samsung ଅଫର ସମସ୍ତଙ୍କର ଭାଙ୍ଗିଦେଲା ନୀଦ, ୫୫ ଇଞ୍ଚ Smart TV ସହ ମାଗଣାରେ ମିଳିବ ୪୩ ଇଞ୍ଚର ଟିଭି

ନୂଆଦିଲ୍ଲୀ: ଯଦି ଆପଣ ସାମସଙ୍ଗର ଜଣେ ପ୍ରଶଂସକ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ସାମସଙ୍ଗ ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ଦମଦାର ଅଫର ଆଣିଛି। ସ୍ମାର୍ଟ ଟିଭି କିଣିବା ଉପରେ ସାମସଙ୍ଗ ଗ୍ରାହକମାନଙ୍କୁ…

Big Breaking: ଗ୍ରୋସରୀ ଦୋକାନୀଙ୍କୁ ହାଣି ପଳାଇଲେ ଦୁର୍ବୃତ୍ତ, ଯୁବକଙ୍କର ମୃତ୍ୟୁ

ବଲାଙ୍ଗିର: ଏକ ବଡ ଖବର ବଲାଙ୍ଗିରରୁ ସାମ୍ନାକୁ ଆସିଛି । ଗ୍ରୋସରୀ ଦୋକାନୀଙ୍କୁ ହାଣି ଦେଲେ ଦୁର୍ବୃତ୍ତ। ସୂଚନାନୁଯାୟୀ, ବିଷ୍ଣୁମୁଣ୍ଡା ଛକରେ ଥିବା ଦୋକାନରେ ବସିଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ଦୋକାନୀଙ୍କ…

ଶେଖ ହସିନା, ରେହାନା ଏବଂ ପିଲାମାନଙ୍କୁ ଗିରଫ କର, ବାଂଲାଦେଶୀ କୋର୍ଟ ଜାରି କଲେ ୱାରେଣ୍ଟ

ନୂଆଦିଲ୍ଲୀ: ବାଂଲାଦେଶତ ଏକ କୋର୍ଟ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଣୀ ରେହାନା, ବ୍ରିଟିଶ ସାଂସଦ ଟୁୂଲିପ ରିଜୱାନା ସିଦ୍ଦିକ ଏବଂ ୫୦ ଜଣ ଅନ୍ୟମାନଙ୍କ ବିରୋଧରେ ରାଜନୈତିକ ଆସନର…

ଭୁବନେଶ୍ୱର କୁମାର କଲେ ନୂଆ ରେକର୍ଡ, ଏହି ମାମଲାରେ ହେଲେ ପ୍ରଥମ ଭାରତୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୨୮ତମ ଲିଗ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି।ଏହି ମ୍ୟାଚରେ ରାଜସ୍ଥାନର ଟିମ ପୂର୍ବରୁ ବ୍ୟାଟିଂ…

ଟ୍ରମ୍ପଙ୍କ ସାମ୍ନାରେ ହାର୍ ମାନିଲା ଚୀନ! ରେସିପ୍ରୋକାଲ ଟାରିଫ ହଟାଇବାକୁ କଲା ଗୁହାରି

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ୱାରକୁ ନେଇ ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ ମୁହାଁ ମୁହିଁ ହୋଇଛନ୍ତି। ଚୀନ ପ୍ରଥମେ ଏହାକୁ ନେଇ ତୀବ୍ରତା ପ୍ରକାଶ କରିଥିଲା। କିନ୍ତୁ ଧିରେ ଧିରେ…

ଏଣିକି Teenagersଙ୍କ ପାଇଁ ଆହୁରି ସୁରକ୍ଷିତ ହେବ ଇନଷ୍ଟାଗ୍ରାମ, ମାଆ-ବାପାଙ୍କ ଚିନ୍ତା ହେବ ଦୂର

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଏବଂ କିଶୋର-କିଶୋରୀ ମାନେ ସୋସିଆଲ ମିଡିଆ ବହୁତ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ଅନେକ ବିପଦ ମଧ୍ୟ ରହିଛି। ମାଆ-ବାପା ସର୍ବଦା ଭାବନ୍ତି ଯେ, ପିଲାମାନେ ଅନଲାଇନରେ ସୁରକ୍ଷିତ…

ପାରାସିଟାମଲକୁ ବାଲ୍ୟାବସ୍ଥାରେ ଖାଉଥିଲେ ସାବଧାନ, କିଶୋରବସ୍ଥାରେ ହୋଇପାରେ ଏହି ମାରାତ୍ମକ ରୋଗ

ଓଡ଼ିଶା ଭାସ୍କର: ସାଧାରଣତଃ ଆମକୁ ଜ୍ୱର-ଥଣ୍ଡା ହେବା ମାତ୍ରେ ଆମେ ପାରାସିଟାମଲ ଖାଇଥାଉ। ଏଥିରେ ଆମର ଜ୍ୱର-ଥଣ୍ଡା ଭଲ ହୋଇଯାଇଥାଏ । ବୈଜ୍ଞାନିକଙ୍କ କହିବାନୁସାରେ, ଯଦି ପିଲାଙ୍କ ପ୍ରାରମ୍ଭିକ ଜୀବନର ଦୁଇବର୍ଷରେ…

ମେରୁ ଯାତ୍ରାରେ ମାତିଲେ ଲୁଟେରା, ୪ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା

ଖଲ୍ଲିକୋଟ: ମେରୁ ଯାତ୍ରାରେ ମାତିଲେ ଲୁଟେରା। ୪ଜଣ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ନେଇ ଅଭିଯୋଗ ହୋଇଛି। ଖଲ୍ଲିକୋଟ ଥାନା ପଥରା ଗାଁ ମେରୁ ଯାତ୍ରାରେ ଏହି ଚୋରି ହୋଇଛି। ଜଣେ ମହିଳାଙ୍କୁ ଧରି ଥାନାରେ ଜିମା…