‘ଅପରେସନ ସିନ୍ଦୂର’ ପ୍ରେସମିଟ୍: ସୂଚନା ଦେଉଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି
ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ପ୍ରେସମିଟ୍ ଜାରି ରହିଛି। ଏଥିରେ ସୂଚନା ଦେଉଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। କର୍ଣ୍ଣେଲ ସୋଫିଆ କ୍ୟୁରେସି ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏଥିସହ ୱିଙ୍ଗ କମାଣ୍ଡର ବ୍ୟୋମିକା…