ମଶାମାନେ ବିୟର ପିଉଥିବା ଲୋକଙ୍କୁ ଅଧିକ କମୁଡନ୍ତି କି? ଷ୍ଟଡିରେ ହେଲା ଖୁଲାସା

ନୂଆଦିଲ୍ଲୀ; ଦେଶରେ ମୌସୁମୀ ଆସିବା ଦ୍ୱାରା ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବର୍ଷା ଏବଂ ପାଣି ଜମିବାରୁ ମଶାମାନେ ଅଧିକ କାମୁଡୁଛନ୍ତି । ବିୟର ପିଉଥିବା ଲୋକଙ୍କୁ ମଶା…

‘ନା ମଦ, ନା ମାଂସ..’, ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବିବାହକୁ ନେଇ କଣ କହିଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବିବାହ ସମାରୋହରେ ସାମିଲ ହେବାକୁ ନେଇ ଜୋଶୀମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ,…

କୃଷକଙ୍କୁ ଋଣ ମୁକ୍ତ କଲେ ସରକାର, ୧୮ ଜୁଲାଇରେ ସମସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି । ତେଲେଙ୍ଗାନା ସିଏମଓଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକୁ ନିର୍ଦ୍ଦେଶ…

ମଣ୍ଡିରେ ୪% କମିଲା ଡାଲି ଦର, ହେଲେ ରିଟେଲ ମାର୍କେଟରେ ଗ୍ରାହକଙ୍କୁ ମିଳୁନି ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣ୍ଡିମାନଙ୍କରେ ଚଣା, ବିରି ଏବଂ ହରଡ ଡାଲି ଦର କମିଛି, କିନ୍ତୁ ରିଟେଲ ମାର୍କେଟରେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ଏହାର ଲାଭ ମିଳିନାହିଁ । ଯାହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି…

ତିହାର ଜେଲରେ ଥିବା କେ କବିତା ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ସ୍ୱାସ୍ଥ୍ୟ ମଙ୍ଗଳବାର ଦିନ ଅଚାନକ ବିଗିଡି ଯାଇଛି । ଏହାପରେ ସଂଗେ ସଂଗେ ଆକ୍ସନ ମୋଡରେ ଆସି…

ନିଦରେ ଚାଲୁଥିବା ମଣିଷ କେତେ ଦୂର ପର୍ଯ୍ୟନ୍ତ ଯାଇପରିବ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଓଡ଼ିଶା ଭାସ୍କର: ନିଦରେ ଚାଲିବା ରୋଗ ସବୁଠାରୁ ଭୟଙ୍କର ହୋଇଥାଏ । ଏହି କାରଣରୁ ମୁମ୍ବାଇରେ ଏକ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା । ମୁମ୍ବାଇରେ ରହୁଥିବା ଜଣେ ଝିଅର ନିଦରେ ଚାଲିବା ରୋଗ ଥିଲ, ଏକ ରାତିରେ ସେ ନିଦରେ ଚାଲି…

ସୁନାବେଶ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ, ରେଳବାଇ ପକ୍ଷରୁ ନିଆଗଲା ନିଷ୍ପତ୍ତି

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ ଗଡିବା ଖବର ସାମ୍ନାକୁ ଆସିଛି । ଏନେଇ ରେଳବାଇ ପକ୍ଷରୁ ୪୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ ବୋଲି ସୂଚନା ରହିଛି । ସେହିପରି ଅଧରପଣା ନୀତି ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ ଗଡିବ…

Big Breaking: ଆସନ୍ତାକାଲି ଅନୁଷ୍ଠିତ ହେବ ସୁନାବେଶ, ନୀତି ନିର୍ଘଣ୍ଟ

ପୁରୀ: ବର୍ତ୍ତମାନ ପୁରୀ ମହାପ୍ରଭୁଙ୍କ ବଡ଼ ଉତ୍ସବ ପାଇଁ ପ୍ରକମ୍ପିତ ହେଉଛି । ମହାପ୍ରଭୁଙ୍କ ରଥଯାତ୍ରା ପରେ ଗତକାଲି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ଅର୍ଥାତ ମଙ୍ଗଳବାର ଦିନ ତିନି ଠାକୁରଙ୍କର…

IAS ପୂଜା ଖେଡକରଙ୍କ ଉପରେ କଡା ଆକ୍ସନ, ପୁଣିଥରେ ଟ୍ରେନିଙ୍ଗ ପ୍ରୋଗ୍ରାମକୁ ଡକାଗଲା

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଙ୍ଗ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ…

‘ହରିୟାଣାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ଛଡାଇ ମୁସଲିମଙ୍କୁ ଦେବାକୁ ଦେବି ନାହିଁ’: ଗୃହ ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ହରିୟାଣାର ମହେନ୍ଦ୍ରଗଡରେ ପଛୁଆ ବର୍ଗ ସମ୍ମିଳନୀକୁ ସମ୍ବୋନ୍ଧିତ କରିବା ବେଳେ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଲଗାଇଛନ୍ତି ଯେ, କଂଗ୍ରେସ…