‘ଏକଲବ୍ୟଙ୍କ ଭଳି ଯୁବକମାନଙ୍କର କଟାଯାଉଛି ଆଙ୍ଗୁଠି’, ପେପର ଲିକ୍ ମାମଲାକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଚଳିତବର୍ଷ ନିଟ୍ ପରୀକ୍ଷାର ପେପର ଲିକ୍ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବର୍ତ୍ତମାନ ବିହାର ଲୋକ ସେବା ଆୟୋଗ ପକ୍ଷରୁ ୧୩ ଡିସେମ୍ବରରେ ଧାର୍ଯ୍ୟ ହୋଇଥିବା ମିଳିତ ପ୍ରାରମ୍ଭିକ ପରୀକ୍ଷାକୁ…