ବାରବାଟୀ ତ ଥିଲା ଟ୍ରେଲର, ଅହମଦାବାଦରେ ଦେଖିବେ ପିକ୍ଚର! ‘ହିଟ୍ମ୍ୟାନ’ଙ୍କ ଦମରେ ଭାରତ କରୁଛି ୩-୦ର ପ୍ରସ୍ତୁତି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡର ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୱାନଡେ ସିରିଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହେବେ। ଟିମ ଇଣ୍ଡିଆ କଟକ ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪ ୱିକେଟରେ…