RBI ଜାରି କରିଛି କି ୩୫୦ ଏବଂ ୫ ଟଙ୍କିଆର ନୂଆ ନୋଟ? ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: କଳାଧନକୁ ଆୟତ୍ତ କରିବା ଲାଗି ଆରବିଆଇ ୨୦୧୬ରେ ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ଟଙ୍କିଆ ନୋଟକୁ ବନ୍ଦ କରିଦେଇଥିଲା. ଏହାପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଅଣାଯାଇଥିଲା।
ବଡ଼ ନୋଟରେ କଳା ଧନ ବଢିଥାଏ।…