ଡ୍ରାଇଭରର ଏହି ଭୁଲ ପାଇଁ ୧୦୦ ଫୁଟ ଗଭୀରକୁ ଖସିଲା ବସ୍, ୩୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଉତ୍ତରଖଣ୍ଡର ଅଲମୋଡାରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୩୬ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ୪୫ ଲୋକେ ଯାତ୍ରା କରୁଥିଲେ। ଦୁର୍ଘଟଣାଟି…