‘Bhool Bhulaiyaa 3’ ରିଲିଜ ପୂର୍ବରୁ ପ୍ରଡକ୍ସନ ଡିଜାଇନର ରଜତ ପୋଦ୍ଦାରଙ୍କ ପରଲୋକ, ଏହି ଦିନ ସେୟାର କରିଥିଲେ ଫିଲ୍ମର ଟିଜର
ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀର ପପୁଲାର ଆକ୍ଟର କାର୍ତ୍ତିକ ଆର୍ଯ୍ୟନଙ୍କ ମଚ-ଆୱେଟେଡ ଫିଲ୍ମ ‘ଭୁଲ-ଭୁଲୈୟା ୩’ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ଫିଲ୍ମ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।…