ଆମେରିକାରେ ଟ୍ରମ୍ପଙ୍କ ବିଜୟ; ଇସ୍ରାଏଲର ଲୋକେ କାହିଁକି ଖୁସି? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କହିବାକୁ ଗଲେ ଟ୍ରମ୍ପ ନିଜର ଷ୍ଟାଇଲ, ଚାଲିଚଳନି ସହ ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ…