Photo Viral: ଚାହା ଦୋକାନର ଏହି ଲେଖାକୁ ନେଇ ଫଟୋ ଭାଇରାଲ, ଲୋକେ କହିଲେ-‘ବାଃ କି କଥା’
ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟ ଫୋନ ଚଲାଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହୁଛନ୍ତି।ଏଥିରେ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହେଉଛି। ଅନେକ ଭିଡିଓ ଏବଂ ଫଟୋ ଏତେ…