ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପିଏମ ମୋଦୀ, ଜନସଭାକୁ ସମ୍ବୋଧିତ କରି କହିଲେ ଏହି ମହାନ କଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରେ ପହଞ୍ଚିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପିଏମ ମୋଦୀ ଲାଲକିଲାରେ ପତାକା ଉତ୍ତୋଳନ କରିଛନ୍ତି । ସେ ଲଗାତାର ୧୧ଥର ପାଇଁ ଦେଶକୁ ଲାଲକିଲାରୁ ସମ୍ବୋନ୍ଧିତ…