ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ଜାତୀୟ ରାଜପଥ ସମୀକ୍ଷା ବୈଠକରେ ଦେବେ ଯୋଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ସେ ପୂର୍ବାହ୍ନରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ…

ଭୋଡାଫୋନ ଆଇଡିଆକୁ ୬୪୩୨ କୋଟିର କ୍ଷତି, ହ୍ରାସ ପାଇଲା ୟୁଜର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ତୃତୀୟ ବଡ଼ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆକୁ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟ ମାସିକରେ ୬୪୩୨ କୋଟି ଟଙ୍କାର କ୍ଷତି ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟ ମାସ ତୁଳନାରେ କ୍ଷତି କମ…

ଯନ୍ତ୍ରୀ ତାରାପ୍ରସାଦଙ୍କ ଘରେ ଭିଜିଲାନ୍ସ ଚଢାଉ: ଜବତ ହେଲା କେଜି କେଜି ସୁନା ସହ ବିଦେଶୀ ମୁଦ୍ରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଥିବା ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ…

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅତ୍ୟାଚାରକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରିୟଙ୍କା…

(Video) UPI ପେମେଣ୍ଟ ନାମରେ ନୂଆ ଠକେଇ, ଏପରି ଫସାଉଛନ୍ତି ସ୍କାମର୍ସ, ଜାଣନ୍ତୁ କିପରି ବଞ୍ଚିବେ

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ନାମରେ ଏକ ନୂଆ ଉପାୟରେ ଠକେଇ ହେବା ଜଣାପଡିଛି। ଯଦି ଆପଣ ବି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ଏଭଳି ଫ୍ରଡରୁ ସାବଧାନ ରହିବାକୁ ପଡିବ। ସ୍କାମର୍ସ ଲୋକଙ୍କୁ ନିଜ ଜାଲରେ…

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ବଡ଼ ଝଟକା, ବିଜେପିରେ ଯୋଗ ଦେଲେ ଏହି ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ବଡ଼ ଝଟକା ଲାଗିଛି। ସାତାରରେ ବରିଷ୍ଠ ନେତା ମାଣିକରାବ ସୋନବଲକର ହଜାର ହଜାର କାର୍ଯ୍ୟକର୍ତ୍ତାମାନଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେ…

କାର-ଟ୍ରକ ମୁହାଁମୁହିଁ: ୫ ଜଣ ଆଇନ ଛାତ୍ରଙ୍କ ମୃତ୍ୟୁ, ୨ ଗୁରୁତର

ନୂଆଦିଲ୍ଲୀ: ତାମିଲନାଡୁର ତିରୂବଲ୍ଲୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଥିରୂଥାନୀର ଜାତୀୟ ରାଜପଥରେ କାର ଏବଂ ଟ୍ରକ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦୁଇଜଣ…

ବିଦ୍ୟୁତ ବିଭାଗର ଅବହେଳା ପାଇଁ ଚାଲିଗଲା ଶିଶୁର ଜୀବନ, କ୍ରିକେଟ ଖେଳିବା ବେଳେ କରେଣ୍ଟ ଲାଗି ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ରଣହୋଲା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ବାଳକର ବିଦ୍ୟୁତ ପୋଲ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। କ୍ରିକେଟ୍ ଖେଳିବାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ରବିବାର ଦିନ ପୋଲିସ ସୂଚନା ଦେଇଛି। ଡେପୁଟି…

(Video) ନିବେଶକଙ୍କ ଟଙ୍କା ବୁଡିଗଲେ, କିଏ ରହିବ ଦାୟୀ? ଅମ୍ପାୟାରଙ୍କ ଉଦାହରଣ ଦେଇ ରାହୁଲ ଗାନ୍ଧୀ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ: ଆମେରିକୀୟ ଅନୁସନ୍ଧାନକାରୀ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ ଏକ ନୂଆ ରିପୋର୍ଟରେ ସିଧାସଳଖ ଦାବି କରିଛି ଯେ, ବଜାର ନିୟାମକ ସେବି ଚେୟାରମ୍ୟାନ ମାଧବୀ ପୁରୀ ବୁଚ ଆଦାନୀ ଗ୍ରୁପ ସହ ମିଶିଥିବା ଦାବି…

ବିବାହ ଭୋଜି ଖାଇବାକୁ ଗଲା ବେଳେ ନଦୀରେ ଭାସିଗଲା କାର, ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନଦୀର ବନ୍ୟା ସ୍ରୋତରେ ଏକ କାର ଭାସିଯାଇଛି। ତେବେ ଏହି ଭାସିଯାଇଥିବା କାରରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଆଉ ଦୁଇଜଣ ନିଖୋଜ ଅଛନ୍ତି। ପୋଲିସ…