ଏମିତିରେ ସିଲଭର ମେଡାଲ ଜିତି ନାହାନ୍ତି ନିରାଜ ଚୋପ୍ରା, ଏହି ଡାଏଟ ପ୍ଲାନ କରୁଥିଲେ ଫଲୋ
ନୂଆଦିଲ୍ଲୀ: ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସିଲଭର ମେଡାଲ ଦେଇଛନ୍ତି। ସେ ୮୯.୪୫ ମିଟର ଦୂରତାରେ ଜାଭେଲିନ୍ ପକାଇ କମାଲ କରିଛନ୍ତି। ନୀରଜ ନିଜକୁ ଫିଟ ରଖିବା ପାଇଁ ହେଲଦୀ ଡାଏଟ ପ୍ଲାନ ଫଲୋ…