(Video) ପିଏମ ମୋଦୀ ପରିବର୍ତ୍ତନ କଲେ ନିଜ ପ୍ରୋଫାଇଲ ଫଟୋ, କୋଟି କୋଟି ଦେଶବାସୀଙ୍କୁ ବି କରୁଛନ୍ତି ନିବେଦନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ନିଜ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ପ୍ରୋଫାଇଲ ଫଟୋରେ ସେ ତ୍ରିରଙ୍ଗା ବା ଜାତୀୟ ପତାକା ରଖିଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ସେ…