(Video) ରାହୁଲ ଗାନ୍ଧୀଙ୍କୁ ଆମ୍ବ ପଠାଇଛି କି ପାକିସ୍ତାନୀ ଦୂତାବାସ; କଂଗ୍ରେସକୁ ବିଜେପି ନେତାଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ଭାରତୀୟ ଜନତା ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପୁଣି ଟାର୍ଗେଟ କରିଛି। ବିଜେପି ନେତା ଦାବି କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଏବଂ ବିରୋଧୀ ଦଳର ଅନେକ ସାଂସଦଙ୍କୁ ପାକିସ୍ତାନ…