କାଂସ୍ୟ ଲକ୍ଷ୍ୟଭେଦ କରିପାରିଲେନି ଲକ୍ଷ୍ୟ ସେନ, ଜିତୁ ଜିତୁ ହାରିଗଲେ ମ୍ୟାଚ
ନୂଆଦିଲ୍ଲୀ: ଲକ୍ଷ୍ୟ ସେନଙ୍କୁ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ୍ସ ବ୍ରୋଞ୍ଜ ମେଡାଲ ମୁକାବିଲାରେ ମାଲେସିଆର ଲି ଜି ଜିୟାଙ୍କଠାରୁ ହାରିବାକୁ ପଡିଛି । ଏହି ହାରିବାରେ ଲକ୍ଷ୍ୟଙ୍କୁ ମେଡାଲ ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର…