ବାଂଲାଦେଶରେ ସେନା ଶାସନ, ଶେଖ ହସିନାଙ୍କ ଇସ୍ତଫା ପରେ ସେନା ମୁଖ୍ୟଙ୍କ ବଡ଼ ଘୋଷଣା
ଢାକା: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଭଉନୀଙ୍କୁ ଧରି ଦେଶ ଛାଡିଛନ୍ତି । କିଛି ମିଡିଆ ରିପୋର୍ଟସରେ ଦାବି କରାଯାଇଛି ଯେ, ସେ ଭାରତର ଅଗରତାଲା ପହଞ୍ଚିସାରିଛନ୍ତି ।…