ଆସନ୍ତା ୬ରୁ ବଢିବ ବର୍ଷା, ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୬ ତାରିଖରୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି…

ଚଣ୍ଡିଗଡ଼ରେ ଭବିଷ୍ୟବାଣୀ କଲେ ଅମିତ ଶାହ, ବିରୋଧିକୁ ଦେଲେ କଡ଼ା ଟକ୍କର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ ଚଣ୍ଡିଗଡ଼ ଗସ୍ତରେ ମାଣୀମାଜ୍ରା ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ସମୟରେ ସେ ଜନସଭାକୁ ସମ୍ବୋଧିତ କରି ଦାବି କରିଛନ୍ତି ଯେ, ୨୦୨୯ରେ ମଧ୍ୟ…

‘ମୋ ପ୍ରିୟ ୱାୟନାଡରେ..’, ଶିଶୁର ଏହି ଚିଠିକୁ ପଢି ଭାବବିହ୍ୱଳ ହେଲେ ସେନା, ଲେଖିଲେ ଏହି କଥା

ନୂଆଦିଲ୍ଲୀ: କେରଳର ୱାୟନାଡ ଭୂସ୍ଖଳନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ୱାୟନାଡରୁ ଆସୁଥିବା ଲୋମ ଟାଙ୍କୁରି ଉଠୁଥିବା ଫଟୋ ମଧ୍ୟରେ ଏକ ଏଭଳି ଫଟୋ ସାମ୍ନାକୁ ଆସିଛି ଯାହା ଆଶ୍ୱସ୍ତିକର ଅଟେ । ସୋସିଆଲ ମିଡିଆରେ ଏହି…

ଏହି ଫୋନ ବ୍ୟବହାରକାରୀଙ୍କୁ ମିଳିବନି WhatsApp ସପୋର୍ଟ, ଜାଣନ୍ତୁ ୩୫ଟି ଫୋନର ନାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବେଳେ ବେଳେ ପୁରୁଣା ଅପରେଟିଙ୍ଗ ସିଷ୍ଟମ ଭର୍ଜନରେ ଚାଲୁଥିବା ସ୍ମାର୍ଟଫୋନରେ ନିଜର ସପୋର୍ଟ ଦେବା ବନ୍ଦ କରିଦିଏ । ଏହି ଲିଷ୍ଟକୁ ସମୟ ସମୟରେ ଅପଡେଟ କରାଯାଏ । ଆଣ୍ଡ୍ରଏଡ ଏବଂ iOS ପାଇଁ ଅପଡେଟ…

ଆପଣଙ୍କ କାରରେ ପୁରୁଣା FashTag ଲାଗିଛି କି? ହୋଇଯାଆନ୍ତୁ ସତର୍କ, ବଦଳିଗଲା ଏହି ୭ଟି ନିୟମ

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଫାଷ୍ଟାଗ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । ଏହା ମାତ୍ର ଟୋଲ ପ୍ଲାଜା ଉପରେ ସମୟ ସହ ଟଙ୍କାକୁ ମଧ୍ୟ ସଞ୍ଚୟ କରିଥାଏ । ଯଦି ଆପଣ କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଫାଷ୍ଟାଗ…

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଠାବ ହେଲା ଏତିକି ସମ୍ପତ୍ତି

ବାଲେଶ୍ୱର: ଆଜି ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଜଣାପଡିଛି ଏହି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ରହିଛି ବୋଲି ଜଣାପଡିଛି । ଡେଲାଙ୍ଗରେ…

ମହାରାଷ୍ଟ୍ରରେ ବଦଳିଯିବ ଔରଙ୍ଗାବାଦ-ଓସମାନାବାଦର ନାମ, ଏହି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ରର ଦୁଇଟି ସହରର ନାମ ପରିବର୍ତ୍ତନ ମାମଲାର ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଜରିଆରେ ରାଜ୍ୟର ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଛତ୍ରପତି ସମ୍ଭାଜୀ ନଗର…

ବାଦଲଫଟା ବର୍ଷା ପରେ ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ଶିମଲା: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ଭୂମିକମ୍ପ ଅନୁଭୂତ ହୋଇଛି । ପୁଣି ଥରେ ଏଠାରେ ଭୂମିକମ୍ପର ହାଲୁକା ଝଟକା ଲାଗିଛି । ଶୁକ୍ରବାର ସକାଳେ ଏହି ଝଟକା ଅନୁଭୂତ ହୋଇଛି । ଗତ ୪୮ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ…

NEET Paper Leak Case: ଦ୍ୱିତୀୟ ଥର ହେବନି ପରୀକ୍ଷା, ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି ।…

Moto Edge 50 ଭାରତରେ ହେଲା ଲଞ୍ଚ, ଏହି ଦମଦାର ଫିଚର ଫୋନରେ ମିଳିବ ୨୦୦୦ ଟଙ୍କାର ଡିସକାଉଣ୍ଟ

ନୂଆଦିଲ୍ଲୀ: ମୋଟୋରୋଲା ଅନେକ ଫୋନ ଭାରତରେ ଲଞ୍ଚ କରିଛି । ଏହାରି ମଧ୍ୟରେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନର ନାମ ମଧ୍ୟ ଯୋଡିଛି, ଯାହାର ନାମ Moto Edge 50 ଅଟେ । ଏହି ଫୋନକୁ ବର୍ତ୍ତମାନ ଅଫିସିଆଲ ଭାବେ ଭାରତରେ…