Unwanted Pregnancyରୁ ପାଆନ୍ତୁ ମୁକ୍ତି, ଇମପ୍ଲାଣ୍ଟ ଥରେ ବ୍ୟବହାର କଲେ ୩ ବର୍ଷ ଟେନସନ୍ ଫ୍ରୀ
ଭୁବନେଶ୍ୱର: ଗୋଟେ ପିଲା ଜନ୍ମ ପରେ ସଭିଙ୍କ ମୁଣ୍ଡରେ ଗର୍ଭ ନିରୋଧ ନେଇ ଚିନ୍ତା ଥାଏ। ଏଥିପାଇଁ କିଏ ମେଡ଼ିସିନ୍ ଖାଇଥାଏ ତ ଆଉ କିଏ ଇଞ୍ଜେକସନ ନେଇଥାଏ। ବେଳେବେଳେ ଏ ସବୁ ସତ୍ତ୍ୱେ ମଧ୍ୟ ଗର୍ଭବତୀ ହୋଇଥାନ୍ତି ମହିଳା।…