ବିଶ୍ୱର କେଉଁ ସହର ସବୁଠୁ ସୁରକ୍ଷିତ? ୨୦୨୪ ତାଲିକାରେ ଏହି ଦେଶ ନମ୍ବର-୧
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନର ତାଲିକା ଜାରି କରାଯାଇଛି। ଏଥିରେ ଆରବ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ପ୍ରଥମ ସ୍ଥାନରେ ରହିଛି। ୨୦୧୭ରୁ ହିଁ ସଂ୍ୁକ୍ତ ଆରବ ଏମିରେଟ୍ସ ଦୁନିଆର ସବୁଠାରୁ…