UPIକୁ ନେଇ RBIର ଚେତାବନୀ, PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ କହିଛନ୍ତି ଯେ, ଦେଶରେ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ) ସର୍ବଦା ମାଗଣାରେ ରହିବ…

(Video) ବିରାଟ କୋହଲିଙ୍କ ସହ ନିଜ ସମ୍ପର୍କକୁ ନେଇ କ’ଣ କହିଲେ MS Dhoni? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୨ ପୂର୍ବତନ ମହାନ କ୍ୟାପ୍ଟେନ ଏମଏସ ଧୋନୀ ଏବଂ ବିରାଟ କୋହଲି ମଇଦାନ ବାହାରେ ଭଲ ସାଙ୍ଗ ଅଟନ୍ତି। ସୋସିଆଲ ମିଡିଆରେ ଅନେକ ଥର ଦେଖିବାକୁ ମିଳିଥାଏ ଯେ, କିଛି ଫ୍ୟାନ୍ସ ଏହି ଦୁହିଁଙ୍କୁ ତୁଳନା…

ଚୀନ ଉପରେ ବି ଭାରତ ପରି ଲାଗିପାରେ ଅଧିକ ଟାରିଫ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମଦାନୀ କରାଯାଉଥିବା ଜିନିଷ ଉପରେ ୨୫% ଟାରିଫ ଲାଗିବା କଥା କହିଥିଲେ। ହେଲେ ରୁଷଠାରୁ ତେଲ କିଣାଯାଉଥିବା ପରେ ବି ସେ ୨୫% ଅରିରିକ୍ତ ଟ୍ୟାକ୍ସ ଲଗାଇବା…

୯୯ ଟଙ୍କାର ଟିକେଟ୍ ବି କାମ ଦେଲାନି, ‘ଧଡ଼କ ୨’ ଷଷ୍ଠ ଦିନର କଲେକ୍ସନ ସକିଂ

ନୂଆଦିଲ୍ଲୀ: ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତୃପ୍ତି ଡିମରୀ ଅଭିନୀତ ରୋମାଣ୍ଟିକ ଡ୍ରାମା 'ଧଡକ 2' ବକ୍ସ ଅଫିସରେ କବ୍ଜା ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ଫିଲ୍ମର କାହାଣୀ ବହୁତ ମନୋରଞ୍ଜନକାରୀ ଏବଂ ଷ୍ଟାରକାଷ୍ଟଙ୍କ…

ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ହେବ ଗେରୁଆ, ପୂର୍ତ୍ତ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟର ରଙ୍ଗ ହେବ ଗେରୁଆ ରଙ୍ଗ। ନୂଆ ଏବଂ ମରାମତି ହେଉଥିବା ପୁରୁଣା କୋଠାକୁ ଗେରୁଆ ରଙ୍ଗ କରାଯିବ। ଏନେଇ ପୂର୍ତ୍ତ ବିଭାଗ ବିଜ୍ଞପ୍ତି ଜାରି କରିଛି। ସରକାରୀ ଉଦ୍ୟୋଗର…

ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସରକାର ଦେଲେ ବଡ଼ ଉପହାର, ଏଣିକି ଟ୍ରାନ୍ସଫରକୁ ନେଇ ନୋ ଟେନ୍‌ସନ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲଗାତାର ନୂଆ ଘୋଷଣା କରୁଛନ୍ତି। ଏବେ ସେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏକ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ…

ସ୍ୱିପ ସଟ୍ ଖେଳି କାହିିଁକି ପଡ଼ିଯାଉଛନ୍ତି ରିଷଭ ପନ୍ତ? ସଚିନ ତେନ୍ଦୁଲକର କରିଲେ ଖୁଲାସା

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ରିଷଭ ପନ୍ତଙ୍କ ପାଇଁ ବହୁତ ଭଲ ଥିଲା। କିନ୍ତୁ ଏହି ୱିକେଟକିପର ବ୍ୟାଟର ଚତୁର୍ଥ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପଞ୍ଚମ ଟେଷ୍ଟରୁ ବାହାରି ଯାଇଥିଲେ। ଚତୁର୍ଥ ଟେଷ୍ଟରେ ତାଙ୍କ ଗୋଡରେ…

PFର ଟଙ୍କା ଉଠାଇ ପାରିବେନି, ଯଦି କରିନାହାନ୍ତି ଏହି କାମ, ତୁରନ୍ତ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କଟାଯାଉଥିବା ସଞ୍ଚୟର ଏକ ଅଂଶ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି। ଯଦି କାହାକୁ ହଠାତ୍ ଟଙ୍କାର…

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଛଟେଇ ବିପଦ ମଧ୍ୟରେ ଦରମା ବୃଦ୍ଧି ନେଇ କମ୍ପାନୀ ଦେଲା ଅପଡେଟ୍‌

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ବୁଧବାର ଦିନ ନିଜ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। TCS କର୍ମଚାରୀମାନଙ୍କୁ ସୂଚନା ଦେଇଛି ଯେ, କମ୍ପାନୀ ଜୁନିଅର…

ଛେଳି ଚରାଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ! ଜଗତସିଂହପୁରରେ ଚାଞ୍ଚଲ୍ୟ

ଜଗତସିଂହପୁର: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଦୁଷ୍କର୍ମ ଏବଂ ହତ୍ୟା ଘଟୁଛି। ଏହା ଥମିବାର ନାଁ ନେଉନି। ବର୍ତ୍ତମାନ ଏପରି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଜଗତସିଂହପୁରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ…