fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ୨ଟି ସମନ, ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ୨ଟି ସମନ ଜାରି କରାଯାଇଛି । ଅବକାରୀ ନୀତି ଏବଂ ଜଳ ବୋର୍ଡ ମାମଲାରେ ପୃଥକ ଭାବେ ସମନ ଜାରି କରାଯାଇଛି । ଅବକାରୀ ମାମଲାରେ ୯ମ ସମନ ଏବଂ…

ସୁସ୍ଥ ଋତୁସ୍ରାବ କେତେ ଦିନରେ ଥରେ ହୁଏ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ଏହି ଉତ୍ତର

ଓଡ଼ିଶା ଭାସ୍କର: ସାଧାରଣତଃ ପ୍ରତ୍ୟେକ ମହିଳାଙ୍କ ଶରୀର ଭିନ୍ନ ହୋଇଥିବାରୁ ସେମାନଙ୍କ ପିରିୟଡ ସାଇକଲ ମଧ୍ୟ ଅଲଗା ହୋଇଥାଏ । ଅନେକ ମହିଳାମାନଙ୍କ ପିରିୟଡ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ହୋଇଥାଏ । ଅନେକ…

Zomatoକୁ ମିଳିଲା ଜିଏସଟି ନୋଟିସ, ଦେବାକୁ ପଡିପାରେ ଏତିକି କୋଟିର ଜରିମାନା

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋକୁ କୋଟି କୋଟି ଟଙ୍କାର ଝଟକା ଲାଗିପାରେ । କମ୍ପାନୀକୁ ଗୁଜରାଟରେ ଜିଏସଟି ଡିପାର୍ଟମେଣ୍ଟ ଠାରୁ ପେନାଲ୍ଟି ନୋଟିସ ମିଳିଛି । ଯେଉଁଥିରେ ୮ କୋଟି ଟଙ୍କାରୁ ଅଧିକ ଡିମାଣ୍ଡ…

‘ନିର୍ବାଚନ ସମୟରେ ଗିରଫ ହେବେ ଦିଲ୍ଲୀ CM! କେଜ୍ରିୱାଲଙ୍କ ବିରୋଧରେ ଇଡି ଜାରି କଲା ନୂଆ ମାମଲା’: AAPର ବଡ଼ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ଥମିବାର ନାମ ନେଉନି । ଶନିବାର ଦିନ ତାଙ୍କୁ ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରଉଜ୍ ଏଭେନ୍ୟୁ କୋର୍ଟରୁ…

ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଆକ୍ରମଣ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଘଟିଛି । ତେବେ…

CAAକୁ ନେଇ ଆମେରିକା ଏବଂ ୟୁରୋପକୁ ଆଇନା ଦେଖାଇଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଇତିହାସ ବିଷୟରେ କହିଲେ ଏହି କଥା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (CAA) ସମ୍ବନ୍ଧରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ବିବୃତ୍ତି ଉପରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହି ଦେଶଗୁଡିକ…

ଆମେରିକା ପାଇଁ Spy Satelliteର ନେଟୱାର୍କ ନିର୍ମାଣ କରୁଛି ଏଲନ ମସ୍କଙ୍କ ଏହି କମ୍ପାନୀ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଆମେରିକାର ଗୁପ୍ତଚର ଏଜେନ୍ସି ପାଇଁ ଶହ ଶହ ଗୁପ୍ତଚର ସାଟେଲାଇଟର ଏକ ନେଟୱାର୍କ ନିର୍ମାଣ କରୁଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଆମେରିକାର ଗୁପ୍ତଚର ଏଜେନ୍ସି ସହିତ…

ପ୍ରଥମଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ, ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ । ପରୀକ୍ଷାର୍ଥୀମାନଙ୍କୁ ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଡିଜିଟାଇଜଡ ସାର୍ଟିଫିକେଟ ପ୍ରଦାନ କରିବ । ତେବେ ପରୀକ୍ଷା…

Whatsapp ରେ ପାକିସ୍ତାନୀ ଛାତ୍ର ଏପରି କ’ଣ ଲେଖିଲେ ଯାହା ପାଇଁ ମିଳିଲା ମୃତ୍ୟୁ ଦଣ୍ଡ, ଜାଣନ୍ତୁ ଡିଟେଲ୍ସ

ଇସଲାମାବାଦ: ପାକିସ୍ତାନୀ କୋର୍ଟ ଜଣେ୨୨ ବର୍ଷୀୟ ଛାତ୍ରଙ୍କୁ ନିନ୍ଦା ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଅନ୍ୟ ଜଣେ ନାବାଳକ ଛାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଛାତ୍ରମାନେ ମହମ୍ମଦଙ୍କ…

ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ, ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ସେ ୯ ଗ୍ୟାରେଣ୍ଟିର ଘୋଷଣା କରିଛି । ତେବେ ସେହି ଗ୍ୟାରେଣ୍ଟିଗୁଡିକ ହେଲା କୃଷି ଋଣ ଛାଡ, ଧାନ କୁଇଣ୍ଟାଲ ୩ ହଜାର, ଚାଷୀଙ୍କ ୨ ହଜାର…