TCS ର ସେୟାର ବିକ୍ରି କରିବ ଟାଟା ସନ୍ସ, ୯୩୦୦ କୋଟି ଟଙ୍କାର ହେବ ବିଗ୍ ଡିଲ୍‌

ନୂଆଦିଲ୍ଲୀ: ଟାଟା ସନ୍ସ ଦେଶର ସର୍ବବୃହତ ସଫ୍ଟୱେର୍ କମ୍ପାନୀ ଟାଟା କନ୍ସଲ୍ଟାନ୍ସ ସର୍ଭିସେସ୍ (ଟିସିଏସ୍) ର ସେୟାର ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ଟାଟା ସନ୍ସ ବ୍ଲକ୍ ଡିଲ୍ ଅନ୍ତର୍ଗତ ପ୍ରାୟ ୯୩୦୦ କୋଟିରେ TCS…

‘AAP ନେତାଙ୍କୁ ୧୦୦ କୋଟି ଟଙ୍କା ଦେଇଛନ୍ତି କେ କବିତା’, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଦାବି

ନୂଆଦିଲ୍ଲୀ: ଇଡି ଦାବି କରିଥିଲା ଯେ, କେ କବିତା ମଦ କାରବାରରେ ଲବୀ ସାଉଥ ଗ୍ରୁପ ସହ ଜଡିତ ଥିଲେ । ଇଡି ଅନୁସାରେ, ଲବୀ ୨୦୨୧-୨୨ ପାଇଁ ଦିଲ୍ଲୀ ଅବକାରୀ ନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିଲା ।…

‘ଏବେ ନିଜକୁ ସୁରକ୍ଷିତ ରଖିବାକୁ ହେବ’: ୫ମ ଥର ରାଷ୍ଟ୍ରପତି ହେବା ପରେ କାହିଁକି ଏପରି କହିଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନ ଐତିହାସିକ ବିଜୟ ହାସଲ କରି ୫ମ ଥର ରାଷ୍ଟ୍ରପତି ଆସନ ହାସଲ କରିଛନ୍ତି । ପୁଟିନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ୮୮ ପ୍ରତିଶତ ଭୋଟ…

ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ ମାମଲା: ୨୮ ଦିନରେ ମିଳିଲା ନ୍ୟାୟ

ଭୁବନେଶ୍ୱର: ସ୍ୱିଡେନ ଯୁବତୀଙ୍କୁ ଭୁବନେଶ୍ୱରରେ ଅସଦାଚରଣ କରାଯାଇଥିବା ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଜେଏମଏଫସି-୧ କୋର୍ଟ ଏନେଇ ରାୟ ଶୁଣାଣି କରିଛନ୍ତି । ତେବେ ୨୮ ଦିନରେ ଯୁବତୀଙ୍କୁ…

ଆଜାମ ଖାନଙ୍କୁ ସାତ ବର୍ଷ ଜେଲ୍ ଦଣ୍ଡ, ୫ ଲକ୍ଷର ଜରିମାନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟୀର ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗଛି । ରାମପୁରର ଏମପି-ଏମଏଲଏ କୋର୍ଟ ତାଙ୍କୁ ଡୁଙ୍ଗୁରପୁର ମାମଲାରେ ସାତ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି ।…

‘ଘଡ଼ଘଡ଼ି ମାରୁଛି.. ସତର୍କ ରୁହନ୍ତୁ’: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଘଣ୍ଟା ଭିତରେ ଗଞ୍ଜାମର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ…

(Video) ଦୋକାନରେ ହନୁମାନ ଚାଳିସା ଲଗାଇବାରୁ ମାରପିଟ କଲେ ମୁସଲମାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଦୋକାନୀକୁ ମୁସଲମାନ ମାନେ ମାରପିଟ କରିଛନ୍ତି । କାରଣ ଦୋକାନୀ ଜଣକ ଦୋକାନରେ ଉଚ୍ଚ ଧ୍ୱନୀରେ ଭଜନ ବଜାଉଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓରେ ଦେଖାଯାଉଛି ଯେ, କିଛି ଜଣ…

ବାଲାଂଦେଶକୁ ଶହ ଶହ ଟନ ପିଆଜ ରପ୍ତାନୀ କରିବ ଭାରତ, ଏହି ପରି ଭାବେ ବନ୍ଦୋବସ୍ତ କରୁଛନ୍ତି ସରକାର

ନୂଆଦିଲ୍ଲୀ: ପଡୋଶୀ ଦେଶ ବାଲାଂଦେଶକୁ ମହଙ୍ଗା ପିଆଜରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ପିଆଜ ଯୋଗାଣକୁ ଉତ୍ତମ କରିବା ଲାଗି ବାଲାଂଦେଶକୁ ଭାରତରୁ ସାହାଯ୍ୟ ମିଳିବାକୁ ଯାଉଛି । ଭାରତ ସରକାର ପଡୋଶୀ ଦେଶକୁ ଶହ ଶହ ଟନ…

iPhone ହୋଇଯିବ Walkie-Talkie! ମେ ମାସ ପର୍ଯ୍ୟନ୍ତ ଫୋନରେ ଆସିବ ଏହି ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପାଇଁ ଆପ ନିଜ ୟୁଜର୍ସଙ୍କ ପାଇଁ ଆଇଫୋନରେ ଭଏସ ଇଣ୍ଟରାକ୍ସନ ପାଇଁ ନୂଆ ଫିଚର ଆଣିବା ନେଇ ପ୍ରସ୍ତୁତି ଚଳାଇଛି । ଏହା ଚାଲିବା ମାତ୍ରେ ଆଇଫୋନ ଖୁବଶିଘ୍ର ୱାଲୀ-ଟକୀ ପରି କାମ କରିପାରିବ । ଏକ…

ଭୋଟ ଗ୍ରହଣ ଦିନ କର୍ମଚାରୀଙ୍କୁ ମିଳିବ କି ପେଡ୍ ଲିଭ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଆଗାମୀ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏଥର ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ…