ହଠାତ୍ ଜୋରରେ ପବନ ହେତୁ ବୁଡିଗଲା ମୋଟର ଡଙ୍ଗା, ୩୦ ମୃତ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନୀଲାରର ରିଜାଲ ପ୍ରାନ୍ତରେ ଥିବା ଏକ ହ୍ରଦରେ ଡଙ୍ଗାବୁଡି ଯିବା ଖବର ସାମ୍ନାକୁ ଆସିଛି । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି)…

୧୩ତମ ମହଲା ଉପରେ ଚଢିଗଲା ୪ ଫୁଟ ବିଶିଷ୍ଟ ଅଜଗର, ଲୋକେ କହିଲେ ଏତେ ଉଚ୍ଚରେ ପହଁଚିଲା କିପରି

ମୁମ୍ବାଇ: ମୁମ୍ବାଇରେ ଏକ ୪ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ୧୩ତମ ମହଲାର ଟାୱାର ଦେଇ ଛାତ ଉପରକୁ ଚଢିବାରେ ସଫଳ ହୋଇଛି । ଉଦ୍ଧାରକାରୀ ଦଳ ତାକୁ ଯାହା ଯେମିତି କରି ବଞ୍ଚାଇଦେଇଥିଲେ । ପରେ ଏହାକୁ ବନବିଭାଗକୁ…

ବଦଳିଲା ମହରମ ଛୁଟି ତାରିଖ: ଜୁଲାଇ ୨୯କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁସଲମାନ ସଂପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ ପର୍ବ । ଏନେଇ ରାଜ୍ୟ ସରକାର ୨୯ ଜୁଲାଇକୁ ମହରମ ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨୮ ତାରିଖରେ ପଡୁଥିଲା ମହରମ ଛୁଟି ହେଲେ ଏହା…

କୃଷକଙ୍କୁ ମିଳିଲା ବଡ଼ ଉପହାର: ପ୍ରଧାନମନ୍ତ୍ରୀ ଜାରି କେଲେ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି…

ସରକାରୀ ମହିଳା କର୍ମଚାରୀଙ୍କୁ ମିଳିଲା ଉପହାର, ମାତୃତ୍ୱ ଛୁଟି ଲାଗି ଘୋଷଣା ହେଲା ଏକ ବର୍ଷ

ନୂଆଦିଲ୍ଲୀ: ମାଆ ହେବାକୁ ଥିବା ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ମାତୃତ୍ୱ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ମାଆ ହେବାକୁ ଥିବା ମହିଳା ମାନଙ୍କୁ ୧୨ ମାସର ଛୁଟି ମିଳିବ । ଏଥିସହ ଶିଶୁର…

OSSC ଜେଇ ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ହେଲା ମାଷ୍ଟର ମାଇଣ୍ଡ

ଭୁବନେଶ୍ୱର: OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି ।…

ଏପରି Leak ହେଉଛି ଆପଣଙ୍କ ଫୋନରୁ Private Data, ସୁରକ୍ଷିତ ପାଇଁ ଦେଖନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସୂଚନା ହେଉଛି ସବୁଠାରୁ ବଡ ଅସ୍ତ୍ର, ସେଥିପାଇଁ ଶତ୍ରୁ ବର୍ତ୍ତମାନ ସୂଚନା ବିପ୍ଳବର ଏହି ଅସ୍ତ୍ର ଉପରେ ନଜର ରଖିଛନ୍ତି। କିନ୍ତୁ ଏହି କୌଶଳ ଦ୍ୱାରା ଶତ୍ରୁ କିପରି ଆପଣଙ୍କ ବ୍ୟକ୍ତିଗତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କର ବଢୁଛି ଲୋକପ୍ରିୟତା, ଗୋଟିଏ ମାସରେ ବଢିଲା ୭ ଲକ୍ଷରୁ ଅଧିକ ଫଲୋର୍ସ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ଲଗାତାର ବଢିବାରେ ଲାଗିଛି । ଦୁନିଆର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ଆମେରିକା ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୌହର ଆଖ୍ୟା…

ଭାରତରେ ହେବ ବିଶ୍ୱର ସର୍ବବୃହତ୍ତମ ମ୍ୟୁଜିୟମ ‘ଯୁଗେ ଯୁଗେ ଭାରତ’, କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ପ୍ରଗତି ମଇଦାନରେ ଅନୁଷ୍ଠିତ ସମ୍ମିଳନୀ ହଲ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ସେ 'ଯୁଗେ ଯୁଗେ ଭାରତ' ଜାତୀୟ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ…

(Video) ୪ଜଣ ଯୁବତୀଙ୍କ ଉପରେ ମାଡିଗଲା ଖୀପ୍ରବେଗରେ ଆସୁଥିବା କାର, ଭିଡ଼ିଓ ଦେଖିବା ପରେ ଟାଙ୍କୁରୀ ଉଠିବ ଲୋମ

ରାୟଚୁର: କର୍ଣ୍ଣାଟକର ରାୟଚୁରରେ ଏକ ଭୟାନକ ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଏକ ଖୀପ୍ର ବେଗରେ ଆସୁଥିବା କାର୍ ୩ଜଣ ଯୁବତୀଙ୍କୁ ପିଟିଦେବା ଫଳରେ ସେମାନେ ୧୫ ଫୁଟ ଦୂରରେ ଛିଟିକି…