୧୦୦ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ, ଚନ୍ଦ୍ରଗ୍ରହଣ ବଦଳାଇବ ଏହି ୩ଟି ରାଶିର ଭାଗ୍ୟ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ହୋଲି ମାର୍ଚ୍ଚ ୨୫ ରେ ପାଳନ କରାଯିବ ଏବଂ ଏହି ଦିନ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି, ଯାହା ସକାଳ ୧୦:୨୩ ରୁ ୦୩:୦୨ ପର୍ଯ୍ୟନ୍ତ ଚାଲିବ। ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ସମୟ ସମୟରେ…

ନିର୍ବାଚନ ସମୟରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ରାଜନୈତିକ ଦଳ? ଗତ ପାଞ୍ଚ ବର୍ଷ ନିର୍ବାଚନର ତଥ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ରାଜନୈତିକ ଦଳ ଖର୍ଚ୍ଚ କରନ୍ତି । ଏହା ବ୍ୟତୀତ ପ୍ରତି ନିର୍ବାଚନରେ କୋଟି କୋଟି ଟଙ୍କାର ନଗଦ ରାଶି ଜବତ ହେବାର ଫଟୋ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଆଗାମୀ…

(Video) CAA ଲାଗୁ ହେବାରେ ଖୁସି ବ୍ୟକ୍ତ କଲେ ଡାନିଶ କନେରିୟା, ଭଗବାନ ରାମ ଏବଂ ହନୁମାନଙ୍କୁ ନେଇ ଦେଲେ ବିବୃତ୍ତି

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାର ସିଏଏ ଆଇନକୁ ଲାଗୁ କରିବାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତୀୟ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନର ପୁର୍ବତନ କ୍ରିକେଟର ଡାନିଶ କନେରିୟା…

ସରନେମକୁ ନେଇ ବିବାହିତ ମହିଳାଙ୍କର ଆଇନରେ କ’ଣ ରହିଛି ଅଧିକାର? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବିବାହ ପରେ ସାଧାରଣତଃ ଝିଅମାନେ ନିଜ ନାମ ସହ ସ୍ୱାମୀ ସରନେମ ଲଗାଇଥାଆନ୍ତି । ଏହା ସାମାଜିକ ପରମ୍ପରାରେ ରହିଲେ ସୁଦ୍ଧା ଅନେକ ଯୁଗରୁ ଏହା ପ୍ରଚଳିତ ହୋଇଆସୁଛି । କୌଣସି ମାମଲାରେ ଏହା ବ୍ୟକ୍ତିଗତ ପସନ୍ଦ…

ଶିଶୁଙ୍କୁ ହେଉଛି Mumpsର ଭୟଙ୍କର ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ

ନୂଆଦିଲ୍ଲୀ: କେରଳରେ ମମ୍ପସ୍ ଭାଇରାଲ୍ ସଂକ୍ରମଣରେ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨,୫୦୫ କୁ ବୃଦ୍ଧି ପାଇଛି। ମାତ୍ର ୨ ମାସ ମଧ୍ୟରେ କେରଳରେ ୧୧ ହଜାର ମମ୍ପସ୍ ଜୀବାଣୁ ସଂକ୍ରମଣ ହୋଇଥିବା ଜଣାଯାଇଛି। ଜାତୀୟ ରୋଗ…

ମଣିଷ ଠାରୁ ଅଧିକ ସ୍ମାର୍ଟ ହୋଇଯିବ AI, ଏଲନ ମସ୍କ କହିଲେ ଖାଲି ଏତିକି ସମୟର କଥା!

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏଲନ ମସ୍କଙ୍କ କହିବାନୁଯାୟୀ, ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏଆଇ ଯେକୌଣସି ଏକ ମଣିଷ…

(Video) ‘ଯଦି କଂଗ୍ରେସ ସରକାର ଆସେ ତେବେ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ’, ମହିଳାମାନଙ୍କୁ ପ୍ରତିଜ୍ଞା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ କହିଛନ୍ତି ଯେ, କଂଗ୍ରେସ ପାର୍ଟୀର ସରକାର ଆସିଲେ ମହିଳାମାନଙ୍କୁ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ NIA କୁ ମିଳିଲା ବଡ଼ ସଫଳତା, ଜଣେ ସନ୍ଦିଗ୍ଧକୁ ହେପାଜତରେ ନିଆଗଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଫେମସ ‘ଦ ରାମେଶ୍ୱରମ କାଫେ’ରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ଼ ସଫଳତା ମିଳିଛି । ଏନଆଇଏ ରାମେଶ୍ୱରମ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜଣେ ସନ୍ଦିଗ୍ଧକୁ ହେପାଜତରେ ନେଇଛି ।…

ନାୟବ ସିଂହ ସୈନୀ ହେବେ ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ହରିୟାଣାରେ ଏକ ବଡ଼ ଖବର ରହିଛି। ନାୟବ ସିଂହ ସୈନୀ ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ନାମ ଅଫିସିଆଲ ଭାବେ…

ବ୍ୟାଙ୍କର ଗ୍ରାହକ ସେବା ବିରୋଧରେ ବଢ଼ିଲା ଅଭିଯୋଗ, ଟାର୍ଗେଟରେ ମୋବାଇଲ୍ ଏବଂ ଇ-ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁଯାୟୀ ଦେଶରେ ବ୍ୟାଙ୍କ ବିରୋଧରେ ଅଭିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କ Ombudsman Schemes ଅଧୀନରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ସଂଖ୍ୟା ୭…