ମୈତେଇ ଲୋକଙ୍କୁ ମିଜୋରାମ ଛାଡିବା ପାଇଁ କହିଲେ ପୂର୍ବତନ ଉଗ୍ରବାଦୀ ସଂଗଠନ, ସରକାର ଦେଲେ ସୁରକ୍ଷାର ଆଶ୍ୱାସନା

ନୂଆଦିଲ୍ଲୀ: ମଣିପୁର ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ମିଜୋରାମରେ ପୂର୍ବତନ ଉଗ୍ରବାଦୀର ଏକ ସଂଗଠନ ଉଭୟ ମୈତେଇ ଏବଂ ପଙ୍ଗାଲସଙ୍କୁ ମିଜୋରାମ ରାଜ୍ୟରୁ ବାହାରିଯିବା ଲାଗି କହିଛନ୍ତି । ଉଗ୍ରବାଦୀଙ୍କ…

(Video) ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍, ସାମ୍ନାକୁ ଆସିଲା ଭୟାନକ ଭିଡ଼ିଓ

ନୂଆଦିଲ୍ଲୀ: କେବଳ ରାସ୍ତାରେ ଗାଡି ଚଳାଉଥିବା ଲୋକଙ୍କ ଦାୟିତ୍ୱ ନୁହେଁ, ଚାରିପାଖରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ସେମାନଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଯତ୍ନବାନ ହେବା ଉଚିତ୍। ଆପଣ ନିଶ୍ଚୟ ଶୁଣିଥିବେ ଯାନବାହନ…

ପୋଖରୀରେ ବସ୍ ଖସି ଦୁର୍ଘଟଣା: ପାଣିରେ ବୁଡି ୧୭ ଯାତ୍ରୀ ମୃତ, ୩୫ ଆହତ

ଢାକା: ବାଲାଂଦେଶରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଲାଂଦେଶର ଝାଲକାଥୀ ସଦର ଉପଜିଲ୍ଲାରେ ଥିବା ଛତ୍ରକଣ୍ଡା ଅଞ୍ଚଳରେ ଏକ ବସ୍ ପୋଖରୀକୁ ଖସି ପଡିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ…

ଓଡ଼ିଶାରେ ଖୋଲିବ ୧୧ଟି କ୍ୟାନ୍ସର ୟୁନିଟ, ୧୦୦୧,୧୪ କୋଟି ଟଙ୍କାର ବିଲ୍ ପାରିତ କରିଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟରେ କ୍ୟାନ୍ସର ସେବାର ପ୍ରସର କରିବା ଲାଗି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେଣୁ ଓଡ଼ିଶା ସରାକର ଏନେଇ ୧୦୦୧.୧୪ କୋଟି ଟଙ୍କାର ବଜେଟକୁ ପାରିତ କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ଆସନ୍ତା…

ବାହାନଗା ଟ୍ରାଜେଡି: ସଂସଦରେ ସରକାର କହିଲେ ଦୁର୍ଘଟଣାର କାରଣ, ସିଗନାଲ୍ ସର୍କିଟରେ ବିଫଳତା ହେତୁ ଘଟିଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ରାଜ୍ୟସଭାକୁ କହିଛନ୍ତି ଯେ, 'ସିଗନାଲିଂ-ସର୍କିଟ-ପରିବର୍ତ୍ତନ'ରେ ଭୁଲ ସଙ୍କେତ ହେତୁ ଓଡିଶାର ବାଲେଶ୍ୱର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ଘଟିଛି। ଏହି…

ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟର ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ: ରୋଜଗାର ମେଳାରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୭୦,୦୦୦ ନିଯୁକ୍ତି ପତ୍ର ଭିଡିଓ କନଫରେନ୍ସିଂ ଜରିଆରେ ବଣ୍ଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ବିଶ୍ୱର ସବୁଠାରୁ…

IGI ବିମାନ ବନ୍ଦରରେ ବଡ ଧରଣର ଚଢ଼ାଉ: କଷ୍ଟମ ଅଧୀକାରୀମାନେ ଜବତ କଲେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଧରଣର ଚଢାଉ ହୋଇଛି । ୩ ଜଣ ତାଜିକିସ୍ତାନ ନାଗରିକଙ୍କ ଠାରୁ ଶୁକ୍ରବାର ରାତିରେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା ଜବତ କରାଯାଇଛି । ଏହି…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗମନାଗମନ, ଏହି ରାଶିମାନଙ୍କ ବଢିବ ସମ୍ମାନ, ମିଳିବ ଶୁଭ ପରିଣତି

ଆଜି ସନ୍ଧ୍ୟାରେ ପୁଷ୍ୟ ନକ୍ଷତ୍ରରେ ସୂର୍ଯ୍ୟ ଗମନାଗମନ କରିବେ। ଜ୍ୟୋତିଷ ଶାସ୍ତ୍ରରେ ନକ୍ଷତ୍ର ଗମନାଗମନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପୁଷ୍ୟ ନକ୍ଷତ୍ରରେ ସୂର୍ଯ୍ୟଙ୍କର ଏହି ଗମନାଗମନ ଅନେକ…

ରାତିରେ ଉଠାଇ ପାରିବେନି ଏଫିଲ ଟାୱାରର ଫଟୋ, ସରକାରଙ୍କ ଠାରୁ ନେବାକୁ ପଡିବ ଅନୁମତି, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ୟାରିସରେ ଥିବା ଏଫିଲ ଟାୱାର ସାରା ଦୁନିଆରେ ସୁପରିଚିତ । ଦୁନିଆର ଭିନ୍ନ ଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏହି ଟାୱାରକୁ ଦେଖିବାକୁ ଫ୍ରାନ୍ସ ଆସିଥାନ୍ତି । ଏହାର ନିର୍ମାଣ ୧୮୮୯ ରେ ଫ୍ରାନ୍ସରେ ଆୟୋଜିତ ଏକ…

Diarrhea କୁ ଭାବନ୍ତୁନି ସାଧାରଣ ରୋଗ, ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ: ବର୍ଷା ଦିନେ ବହୁ ପ୍ରକାରର ରୋଗ ବଢିବାର ସମ୍ଭାବନା ଥାଏ । ଏଥିରୁ ଡାଏରିଆ ଅନ୍ୟତମ । ଏହା ଦୁଷିତ ଜଳ ପିଇବା ଦ୍ୱାରା ବ୍ୟାପିଥାଏ । ଏହି ରୋଗକୁ ଯଦି ଅଣଦେଖା କରାଯାଏ ତେବେ ଏଥିରେ ଜୀବନ ମଧ୍ୟ ଚାଲିଯାଏ ।…