ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ଗୋଟିଏ ବାକ୍ୟରେ ଶୁଭେଚ୍ଛା ଜଣାଇଲେ ପିଏମ ମୋଦୀ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଶେହୱାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ଶେହୱାଜ ସରିଫ ସୋମବାର ଦିନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ…