୪୦୦ ଟଙ୍କା ବଢିଲା ରୂପା ମୂଲ୍ୟ, କିଣିବା ପୂର୍ବରୁ ଜାଣନ୍ତୁ ସୁନା ଦର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ସର୍ରାଫା ବାଜାରରେ ସୋମବାର ଦିନ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୩,୧୫୦ ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟୀ ଏହି ସୂଚନା ଦେଇଛି । ଅନ୍ୟପଟେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୪୦୦…

ମନୀଷ ସିସୋଦିଆଙ୍କୁ ମିଳିଲା ଅନ୍ତରୀଣ ଜାମିନ, ଜାଣନ୍ତୁ କେତେ ଦିନ ରହିବେ ବାହାରେ

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଏଏପି ନେତା ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସିସୋଦିଆଙ୍କୁ ୩ ଦିନ ପାଇଁ ଅନ୍ତରୀଣ…

ପେଟିଏମ ସହ ଚୀନର କନେକସନ କ’ଣ? ଯାହାର ଏବେ ଯାଞ୍ଚ କରୁଛନ୍ତି ସରକାର

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ଅସୁବିଧା କମ ହେବାର ନାମ ନେଉନି । ୩୧ ଜାନୁଆରୀ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କମ୍ପାନୀର ବ୍ୟାଙ୍କିଙ୍ଗ ସେବାଗୁଡ଼ିକୁ ବ୍ୟାନ କରିବା ପାଇଁ…

ପୁଣି ଥରେ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ସୋସିଆଲ ମିଡିଆରେ ବେଢା ଫଟୋ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଉପରେ କିମ୍ବା ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି । ମନ୍ଦିର ପ୍ରବେଶକୁ ନେଇ ମଧ୍ୟ ଅନେକ ପ୍ରକାର କଡ଼ା କଟକଣା ରହିଛି । ତଥାପି ବାରମ୍ବାର ଫଟୋ ଭାଇରାଲ ଖବର ସାମ୍ନାକୁ ଆସୁଛି । ଡ୍ରୋନ ଉଡାଇବାକୁ…

ବସ ସହ ପିଟିହେଲା କାର, ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମଥୁରାର ମହାବନ ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ଅନିୟନ୍ତ୍ରିତ ହୋଇ ଡବଲ ଡେକର ବସ ଡିଭାଡରରେ ପିଟି ହୋଇଛି । ଏହି ସମୟରେ ପଛରେ ଆସୁଥିବା ସ୍ୱିଫ୍ଟ କାର ବସ…

(Video) ଯୁବତୀଙ୍କୁ ବ୍ରିଜରୁ ଏପରି ଠେଲି ଦେଲା ସାଙ୍ଗ, ୬୦ ଫୁଟ ତଳେ ଥିବା ନଦୀରେ ଯାଇ ପଡିଲେ, ଦେଖନ୍ତୁ ଭୟଙ୍କର ଭିଡିଓ

ନୂଆଦିଲ୍ଲୀ: ସାଙ୍ଗ ସାଥୀରେ ମଜାମସ୍ତି ସବୁବେଳେ ଚାଲିଥାଏ । ବେଳେ ବେଳେ ଲୋକମାନେ ମଜାକ ନାମରେ ପ୍ରାଙ୍କ ମଧ୍ୟ କରିଥାଆନ୍ତି । ହେଲେ ଯେତେବେଳେ ସାଙ୍ଗ ବିପଦରେ ପଡେ ସେତେବେଳେ ଅନ୍ୟ ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ…

(Video) ‘ବେଟା, ମୁଝେ ତୁମ୍ହାରା ପ୍ୟାର ମିଲ ଗୟା..’, ରାଲିରେ ଶିଶୁକୁ ହାତ ହଲାଇବା ଦେଖି ଏପରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଝାବୁଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସଭାରେ ଲୋକଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳେ। ଏପରି ଏକ ଦୃଶ୍ୟ ରବିବାର ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଆସନ୍ତାକାଲି ଠାରୁ ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେବ UPI ଟ୍ରାଞ୍ଜାକ୍ସନ, PM ମୋଦୀ କରିବେ ଲଞ୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଶ୍ରୀଲଙ୍କା ଏବଂ ମରିସସ୍ ପାଇଁ UPI ସେବା ଆରମ୍ଭ କରିବେ। ଏଥି ସହ, ଏହି ଦୁଇ ଦେଶରେ UPI ଏବଂ RuPay Connectivity ମଧ୍ୟ ଉପଲବ୍ଧ ହେବ। UPI କୁ…

LICର ଏହି ସ୍କିମରେ ଇନଭେଷ୍ଟ କରନ୍ତୁ ୨୫୩ ଟଙ୍କା, ମିଳିବ ୫୪ ଲକ୍ଷ ରିଟର୍ଣ୍ଣ

ନୂଆଦିଲ୍ଲୀ: ଏଲଆଇସିର ଜୀବନ ଲାଭ ପଲିସି ନନ୍ ଲିକ୍ୱିଡ ପାର୍ଟିସିପେଟିଙ୍ଗ ସେଭିଙ୍ଗ ପ୍ଲାନ ଲାଇଫ ଇନସ୍ୟୁରାନ୍ସ ଅଛି । ଏଥିରେ ପଲିସି ହୋଲ୍ଡରର ଡେଥ ଉପରେ ସମ ଆସୋୟର୍ଡ ଆମାଉଣ୍ଟ ମଧ୍ୟ ମିଳୁଛି । ଏଲଆଇସି ଜୀବନ ଲାଭ…

ଭାରତକୁ ଇସ୍ରାଏଲରୁ ମିଳିଲା ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରସ୍ତାବ, ୮ ଆରବ ଡଲାର ଖର୍ଚ୍ଚ କରିବ କମ୍ପାନୀ

ନୂଆଦିଲ୍ଲୀ: ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ…