ଧଳା କେଶ ଉପାଡିଲେ କଳା କେଶ ବି ହୋଇଯାଏ ଧଳା, ଜାଣନ୍ତୁ ଏହା ପଛରେ କେତେ ରହିଛି ସତ୍ୟତା

ନୂଆଦିଲ୍ଲୀ: ଯଦି ଆପଣ ଅଳ୍ପ ବୟସରେ ଆପଣଙ୍କ ମୁଣ୍ଡରେ ଧଳା କେଶ ଦେଖନ୍ତି, ତେବେ ଏହା ଆପଣଙ୍କ ଆଖିକୁ ବିରକ୍ତ କରିବାକୁ ଲାଗେ। ଧଳା କେଶ ଦେଖିବା ମାତ୍ରେ ଅଧିକାଂଶ ଲୋକ ଏହାକୁ ଲୁଚାଇବାକୁ ଚେଷ୍ଟା କରନ୍ତି କିମ୍ବା…

୧୦ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ସେୟାର ବଜାର, ଜାଣନ୍ତୁ ବଜେଟ ପୂର୍ବରୁ ନା ପରେ ଘଟିବ ଏପରି ହ୍ରାସ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଜାରି ବୁଲ ରନରେ ବ୍ରେକ ଲାଗିପାରେ । ମାର୍କେଟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ମାର୍କେଟର ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ସେମକୋ ମ୍ୟୁଚୁଆଲ ଫଣ୍ଡର…

(Video) ପୁଅ ଭାରତୀୟ ବ୍ୟାଟ୍ସମ୍ୟାନ, ହେଲେ ବାପା ଡେଲିଭରୀ କରୁଛନ୍ତି ଏଲପିଜି ସିଲିଣ୍ଡର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବାପା ଉତ୍ତର ପ୍ରଦେଶର ଏକ ଏଲପିଜି ଡେଲିଭରୀ କମ୍ପାନୀ ପାଇଁ କାମ କରିବା ଜାରି ରଖିଛନ୍ତି । ଅନ୍ୟପଟେ ଏହି ଯୁବ ଖେଳାଳି ରାଷ୍ଟ୍ରୀୟ ଟିମରେ ନିଜର ସ୍ଥାନ…

୪୮ ପ୍ରତିଶତ ଭାଗିଦାରୀ ସହିତ ଇ-ବାଣିଜ୍ୟ ବଜାରରେ ସବୁଠାରୁ ଆଗରେ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ୱାଲମାର୍ଟ ଗ୍ରୁପ୍ କମ୍ପାନୀ ଫ୍ଲିପକାର୍ଟ ୪୮ ପ୍ରତିଶତ ବଜାର ଭାଗିଦାରୀ ସହିତ ଇ-ବାଣିଜ୍ୟ ବିଭାଗରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଅନ୍ୟପକ୍ଷରେ, ସଫ୍ଟବ୍ୟାଙ୍କ ସମର୍ଥିତ ମେଶୋ ଦ୍ରୁତ ଗତିରେ ବଢୁଥିବା…

Big Breaking: ପୁଣି ଟ୍ରେନ ବଗିରେ ଲାଗିଲା ନିଆଁ

ସୋର: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଟ୍ରେନରେ ୨ଟି ବଗିରେ ନିଆଁ ଲାଗିଯାଇଛି ବୋଲି ଜଣାପଡିଛି । ଭଦ୍ରକରୁ ଖଡଗପୁର ଯାଉଥିବା ବେଳେ ଟ୍ରେନରେ ଏପରି ଅଗ୍ନିକାଣ୍ଡ ଘଟିଛି । ସୋର ରେଳ…

ନୂଆ ସ୍ମାର୍ଟଫୋନର ବ୍ୟାଟେରୀ ମଧ୍ୟ ଶୀଘ୍ର ହୋଇଯିବ ଡ୍ରେନ, ଏପରି କରନ୍ତୁନି ବ୍ୟବହାର

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯୁଗରେ ସ୍ମାର୍ଟଫୋନ୍ ଆଜି ସବୁଠାରୁ ବଡ ଆବଶ୍ୟକତା ପାଲଟିଛି। ମନୋରଞ୍ଜନ, ବ୍ୟାଙ୍କିଙ୍ଗ୍, ପେମେଣ୍ଟ, ଚାଟିଂ, ଭିଡିଓ କଲିଂ, ସପିଂ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତ୍ୟେକ ଦିନ…

ଜ୍ଞାନବ୍ୟାପୀ ସର୍ଭେ ରିପୋର୍ଟରେ ଖୁଲାସା: ସାମ୍ନାକୁ ଆସିଲା ‘ଶିବଲିଙ୍ଗ’ର ଫଟୋ ଏବଂ ଅନେକ ଦେବାଦେବୀଙ୍କ ମୂର୍ତ୍ତି

ବାରଣାସୀ: ଶିବଲିଙ୍ଗ ଏବଂ ଅନ୍ୟ ଦେବତା ଏବଂ ଦେବୀଙ୍କ ଫଟୋ ଜ୍ଞାନବ୍ୟାପୀ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳିଛି। ସେଥିରେ କେତେକ ଦେବତାଙ୍କର ମୂର୍ତ୍ତି ଭାଙ୍ଗି ଯାଇଥିବାର ଦେଖିବାକୁ ମିଳୁଛି। ଭାରତୀୟ…

କେବଳ ଏହି ସହରରେ ବିକ୍ରି ହୋଇଛି ୧ କୋଟି ଟଙ୍କାର ଶ୍ରୀରାମଙ୍କ ଲକେଟ, ୬୫ ହଜାରର ମୁଦ୍ରା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଏବେ ଲକେଟ ଏବଂ ମୁଦ୍ରାର ବିକ୍ରି ସର୍ରାଫା ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଗ୍ରାହକମାନେ ଲଗାତାର ରାମଙ୍କ ଲକେଟ କିଣାକିଣି କରୁଛନ୍ତି । ରାମ ଚରିତ୍ରରେ…

(Video) ‘ଫ୍ରାନ୍ସ ପାଇଁ ବଡ଼ ସମ୍ମାନ, ଥ୍ୟାଙ୍କ ୟୁ ଇଣ୍ଡିଆ’, ରିପବ୍ଲିକ ଡେ’ରେ କହିଲେ ଇମାନୁଏଲ ମାକ୍ରୋନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ୨୦୨୪ ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ ଭାରତକୁ ଧନ୍ୟବାଦ ଜଣାଇବା ସହ ଫ୍ରାନ୍ସ ପାଇଁ…

ମାତ୍ର ୧ ଚାମଚ ଅଣ୍ଡାର ମୂଲ୍ୟ ଏକ ଲକ୍ଷ ଟଙ୍କା, ଉପକାରିତା ଜାଣି ଲୋକେ କହୁଛନ୍ତି ଶସ୍ତା

ନୂଆଦିଲ୍ଲୀ: ଯେତେବେଳେ ବି ମହଙ୍ଗା ଖାଦ୍ୟ ବିଷୟରେ ଆଲୋଚନା ହୁଏ, ଆଲମାସ୍ କ୍ୟାଭିଆକୁ ତାଲିକାର ଶୀର୍ଷରେ ରଖାଯାଏ। ଅଧିକାଂଶ ଲୋକ ଭାବନ୍ତି ଯେ କ୍ୟାଭିଆର ହେଉଛି ମାଛ ଅଣ୍ଡା, କିନ୍ତୁ ଏହା ସତ୍ୟ ନୁହେଁ। କେବଳ କିଛି…