ଗୁଳିକାଣ୍ଡ; ବନ୍ଧୁକଧାରୀ ସମେତ ୩ଜଣଙ୍କର ମୃତ୍ୟୁ, ଅନେକ ଆହତ

ୱାସିଂଟନ: ପୁଣି ଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସୋମବାର…

ହଷ୍ଟେଲ ବିଲ୍ଡିଂରେ ଭିଷଣ ଅଗ୍ନିକାଣ୍ଡ, ୧୦ ମୃତ୍ୟୁ

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଙ୍ଗଟନ୍‌ର ଏକ ଚାରି ମହଲା ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିବା କଥା ସାମ୍ନାକୁ ଆସିଛି। ଏଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ନ୍ୟୁଜିଲ୍ୟାଣ୍ଡର…

ଆଜି ହିଁ ଘରକୁ ଆଣନ୍ତୁ ଏହି ତିନୋଟି ମୂର୍ତ୍ତି, ରାତା-ରାତି ଚମକିବ ଭାଗ୍ୟ, ହେବା ଟଙ୍କାର ବର୍ଷା

ଘରକୁ ଖରାପ ନଜରରୁ ରକ୍ଷା କରିବା ଏବଂ ସକରାତ୍ମକ ବାତାବରଣ ପାଇଁ ଆଜିକାଲି ଅଧିକାଂଶ ଭାରତୀୟ ବାସ୍ତୁ ଶାସ୍ତ୍ରର ନିୟମକୁ ଅନୁସରଣ କରୁଛନ୍ତି । ବାସ୍ତୁ ଶାସ୍ତ୍ର ଘରେ କେଉଁ ଦିଗରେ କେଉଁ ଜିନିଷ ରଖିବାର ଉପଦେଶ ଦେଇଥାଏ ।…

(Video) ପିଜୁଳି ଚାଷରୁ ଲକ୍ଷପତି, ଏକ ବର୍ଷରେ ରୋଜଗାର କଲେ ୨୧ ଲକ୍ଷ

କଟକ: ପିଜୁଳି ଚାଷ ଜଣେ ବ୍ୟକ୍ତିଙ୍କୁ ଲକ୍ଷପତି କରିଦେଇଛି। କଥାଟି ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ପୂରା ସତ ଘଟଣା। ପିଜୁଳି ଗଛର ଉଚ୍ଚତା ହେବ ୪ ଫୁଟ। ମାତ୍ର ପିଜୁଳି ସାଇଜ ୭୦୦ ଗ୍ରାମ ରୁ ଏକ କେଜି…

ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ ଶ୍ରଦ୍ଧାଳୁ, ଅଚାନକ ରାସ୍ତାରେ ହେଲା ଏପରି ୬ ଭକ୍ତଙ୍କର ଚାଲିଗଲା ଜୀବନ

ହାଇଦରାବାଦ: ଆନ୍ଧ୍ରପ୍ରଦେଶର କାଦାପା ଜିଲ୍ଲାରେ ସୋମବାର ସକାଳେ ପ୍ରାର୍ଥନା କରିବା ପରେ ମନ୍ଦିରରୁ ଫେରୁଥିବା ଭକ୍ତଙ୍କ ଭରପୂର ଏକ ଗାଡିରେ ଏକ ଟ୍ରକ ଧକ୍କା ଦେଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି।…

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଆସିଲା ମାନହାନି ମାମଲାର ସମନ, ଜିଲ୍ଲା କୋର୍ଟ ପଠାଇଲେ ନୋଟିସ

ଚଣ୍ଡିଗଡ଼: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମାନହାନି ମକଦ୍ଦମା ମାମଲାରେ ସାଙ୍ଗରୁର ଜିଲ୍ଲା କୋର୍ଟ ଡକାଇଛନ୍ତି। ଏହି ପ୍ରସଙ୍ଗରେ ଆବେଦନ କରିଥିବା ହିତେଶ ଭରଦ୍ୱାଜ ଏହି ସୂଚନା ଦେଇଛନ୍ତି।…

୩୭୦ ଧାରା ନ ରହୁ ବୋଲି ଚାହୁଁଛି ସମଗ୍ର ଦେଶ, ଏହା ମୂଳ ସମ୍ବିଧାନର ଥିଲା ଏକ ଅସ୍ଥାୟୀ ଅଙ୍ଗ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଅନୁଚ୍ଛେଦ ୩୭୦କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ବିଧାନର ଇଣ୍ଡେକ୍ସରେ ଏହା ଏକ ଅସ୍ଥାୟୀ ଅଙ୍ଗ ଥିଲା, ତେବେ ଏହା ସବୁବେଳ…

ପରସ୍ପରକୁ ବହୁତ ପାଉଥିଲେ ଭଲ, ହଠାତ୍ ମନର ଏହି ଡର ପାଇଁ ପ୍ରେମୀଯୁଗଳ ଶେଷ କରିଦେଲେ ଜୀବନ

ପାଲଘର: ମହାରାଷ୍ଟ୍ରରେ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା କଥା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଜଣେ ୨୦ ବର୍ଷର ବାଳିକ ଏବଂ ତାଙ୍କ ୧୯ ବର୍ଷର ପ୍ରେମିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଦିଲ୍ଲୀ ପାଇଁ ରାଷ୍ଟ୍ରଦୂତର ଘୋଷଣା କରିଛି ତାଲିବାନ, ଜାଣନ୍ତୁ ଭାରତ ଏଥିପାଇଁ ମାନ୍ୟତା ଦେଇଛି କି ନାହିଁ

ନୂଆଦିଲ୍ଲୀ: ତାଲିବାନ ପ୍ରଥମ ଥର ପାଇଁ ଭାରତରେ ଆଫଗାନିସ୍ତାନ ଦୂତାବାସ ପାଇଁ ଏକ ରାଷ୍ଟ୍ରଦୂତ ନିଯୁକ୍ତ କରିଛି। ତାଲିବାନର ଜଣେ ବରିଷ୍ଠ ନେତା ଏହା ନିଶ୍ଚିତ କରିଛନ୍ତି। ତାଲିବାନ ଅନୁଯାୟୀ, ଏହି କୂଟନୈତିକ ପ୍ରତିନିଧୀ…

ବିଧାୟିକା ଭାବେ ଶପଥ ନେଲେ ଦୀପାଳି, ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି

ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି…