ବୋଲେରୋ-ବସ୍ ମୁହାଁମୁହିଁ: ୫ ମୃତ, ୬ ଗୁରତର

ଭୋପାଲ: ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ସମୟରେ ରାୟପୁରା ପୋଲିସ ଷ୍ଟେସନର ବାଗ୍ରେହି ଲାଲାପୁର ନିକଟରେ ଏକ ପରିବହନ ବିଭାଗର ଜନରଥ ବସ୍ ଏବଂ ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ପାଞ୍ଚ ଜଣଙ୍କର…

Big Breaking: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ବ୍ରହ୍ମପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରତର ଅଛନ୍ତି । ୬ଜଣ ଗୁରୁତରଙ୍କୁ ହସ୍ପିଟାଲରେ…

(Video) ‘ହସ ଭାଇ, ଏପରି ସବୁ …’ ଏପରି ଟିମ୍ ଇଣ୍ଡିଆକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୱାର୍ଲଡ କପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କ୍ରମାଗତ ୧୦ ଟି ମ୍ୟାଚ ଜିତି ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା ​​କିନ୍ତୁ…

ଲସ୍କର-ଏ-ତୋଏବାକୁ ବ୍ୟାନ କଲା ଇସ୍ରାଏଲ, କହିଲା ‘ଭାରତୀୟଙ୍କ ହତ୍ୟା ପାଇଁ ଏହି ସଂଗଠନ ଦାୟୀ’

ନୂଆଦିଲ୍ଲୀ: ଇସ୍ରାଏଲ- ହମାସର ଯୁଦ୍ଧ ମଧ୍ୟରେ ଲସ୍କର-ଏ-ତୋଏବାକୁ ବର୍ତ୍ତମାନ ଇସ୍ରାଏଲ ବ୍ୟାନ କରିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଲସ୍କର ବ୍ୟାନ କରାଯିବା ଜଣାପଡିଛି । ସବୁଠାରୁ ବଡ଼ କଥା…

ଯେଉଁ କୃଷକ ନଡ଼ା ଜାଳୁଛନ୍ତି ସେମାନଙ୍କୁ ମିଳିବନି MSPର ଲାଭ: ଜାଣନ୍ତୁ କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏବଂ ପଡୋଶୀ ରାଜ୍ୟରେ ନଡ଼ା ଜଳିବା ପ୍ରସଙ୍ଗରେ ଶୁଣାଣି ହୋଇଛି। ଅନେକ ଥର ଅଟକାଯିବା ସତ୍ତ୍ୱେ ନଡ଼ା ଜଳିବା ଉପରେ ଏକ ଦୃଢ ମନ୍ତବ୍ୟ ଦେଇ…

(Video) ବୀର ଦାସ ଏବଂ ଏକତା କପୂର ଜିତିଲେ ଇଣ୍ଟରନେସନାଲ ଆୱାର୍ଡ, ଭାବପ୍ରବଣ ହେଲେ ଫିଲ୍ମମେକର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାଣ୍ଡ-ଅପ କମେଡିଆନ ଦୀର ଦାସ ଇଣ୍ଟରନେସନାଲ ଏମୀ ଆୱାର୍ଡ ୨୦୨୩ ଜିତିଛନ୍ତି । ତାଙ୍କୁ ଏହି ଆୱାର୍ଡ ବେଷ୍ଟ ୟୁନିକ କମେଡିର କାଟାଗୋରୀରେ ମିଳିଛି । ବୀର ଦାସଙ୍କୁ ଏହି ଆୱାର୍ଡ ନେଟଫ୍ଲିକ୍ସ…

ହାର୍ଟ ଆଟାକରେ କମ ବୟସ୍କ ଲୋକମାନଙ୍କର କାହିଁକି ହେଉଛି ମୃତ୍ୟୁ? ICMR ଷ୍ଟଡିରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ସମଗ୍ର ବିଶ୍ୱରେ ଟୀକାକରଣ କରାଯାଇଥିଲା। ଭାରତରେ ୨ ବିଲିୟନରୁ ଅଧିକ ଡୋଜ ଦିଆଯାଇଥିଲା। ତେବେ ଏହା ପରେ ଯୁବକମାନଙ୍କ ମଧ୍ୟରେ ହୃଦଘାତର ବୃଦ୍ଧି ହେତୁ ଟିକା ଉପରେ ପ୍ରଶ୍ନ…

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଲେ ରେଗୁଲାର ବେଲ

ହାଇଦ୍ରାବାଦ: ଦକ୍ଷତା ବିକାଶ ମାମଲାରେ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ରେଗୁଲାର ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ…

Microsoftରେ ଯୋଗ ଦେବେ Sam Altman ଏବଂ Greg Brockman, ଘୋଷଣା କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: OpenAI ରୁ ବହିଷ୍କୃତ ହେବା ପରେ ସାମ ଅଲ୍ଟମାନ ମାଇକ୍ରୋସଫ୍ଟରେ ଯୋଗ ଦେଉଛନ୍ତି। କେବଳ ଏତିକି ନୁହେଁ, ସାମ ଅଲ୍ଟମ୍ୟାନଙ୍କ ସହିତ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ପ୍ରବେଶ କରୁଛନ୍ତି।…

(Video) ଦିନ ଦ୍ୱିପ୍ରହରେ ଯୁବତୀଙ୍କର ଅପହରଣ, ସାମ୍ନାକୁ ଆସିଲା CCTV ଫୁଟେଜ

ମଧ୍ୟପ୍ରଦେଶ: ଗ୍ୱାଲିଅରରେ ଜଣେ ଝିଅକୁ ଅପହରଣ କରାଯିବା ମାମଲା ସାମ୍ନାକୁ ଆସିଛି। ଦୁଇଜଣ ମାସ୍କ ପିନ୍ଧା ଦୁଷ୍କର୍ମକାରୀ ଏହି ଅପରାଧ କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ବାଧ୍ୟ କରି ଝିଅକୁ…